ଆପଣଙ୍କ ମୋବାଇଲ ଚୋରି ହୋଇଛି କି ! ଶୀଘ୍ର ଏହି ନମ୍ବରରେ ଫୋନ କରନ୍ତୁ, ଫେରି ପାଇବେ ଆପଣଙ୍କ ହଜିଯାଇଥିବା ଫୋନ
ମୋବାଇଲ ଚୋରିକୁ ଅଟକାଇବା ପାଁଇ ବର୍ତମାନ ଏକ ନୂତନ ଯୋଜନା ଆରମ୍ଭ ହେବାକୁ ଯାଉଛି I ତେବେ ଏହି ସିଷ୍ଟମ ଦ୍ୱାରା ମୋବାଇଲର IMEI ର ନମ୍ବର ବଦଲା ଯାଇ ପାରିବ ନାହିଁ I
ଆମ ପରିପାର୍ଶ୍ଵ ରେ ଆମେ ଅନେକ ଥର ମୋବାଇଲ ଚୋରି ସମ୍ପର୍କ ରେ ଶୁଣିବାକୁ ପାଇଥାଉ I ଗହଳି ଅଂଚଳ ରେ ବି ଆପଣ ଙ୍କ ର ଅନେକ ଥର ମୋବାଇଲ ଚୋରି ହେଇଥିବ I ବର୍ତମାନ ଏପରି ସମସ୍ୟା କୁ ଦୂର କରିବା ପାଁଇ ମୋବାଇଲ କମ୍ପାନୀ ଏପରି ଏକ ନୂତନ ଯୋଜନା ଆରମ୍ଭ କରିଛି I ଯାହା ଦ୍ୱାରା କି ଆପଣ ମୋବାଇଲ ଚୋରି କୁ ରୋକି ପାରିବେ I ପୂର୍ବରୁ ଲୋକେ ମୋବାଇଲ ଚୋରି କରି IMEI ନମ୍ବର ବଦଳାଇ ପୁଣି ବିକୁଦେଉଥିଲେ କିନ୍ତୁ ବର୍ତମାନ ଆଉ ଏପରି କରିହେବ ନାହିଁ ଏବଂ ଏହା ଦ୍ୱାରା ମୋବାଇଲ ଚୋରି ଅଟକି ପାରିବ I
ଏହି ନୂଆ ଟେକ୍ନୋଲୋଜି ଦ୍ୱାରା ଆପଣ ମୋବାଇଲର IMEI ନମ୍ବର କୁ ବଦଳାଇପାରିବେ ଏବଂ ଏହା ଦ୍ୱାରା ଆପଣ ଙ୍କ ର ସ୍ମାର୍ଟଫୋନ ବେକାର ହେଇଯିବ I ଯାହା ଫଳ ରେ କି ଚୋରି ହେଇଥିବା ମୋବାଇଲ ଆଉ ବ୍ୟବହାର ହେଇ ପାରିବ ନାହିଁ I ସି ଡଟ ଏପରି ସିଷ୍ଟମ ଦ୍ୱାରା ଚୋରି ହେଉଥିବା ମୋବାଇଲ ଅନେକାଂଶ ରେ ରୋକାଯାଇ ପାରିବ I
ଏଥିପାଇ ସରକାର ନୂତନ ହେଲ୍ପ ଲାଇନ ନମ୍ବର ଆରମ୍ଭ କରିଛନ୍ତି ଏହା ହେଉଛି ୧୪୪୧୨ ରେ କଲ କରି ଆପଣ ଅଭିଯୋଗ ଦାଖିଲ କରିପାରିବେ I ତେବେ ଡିସେମ୍ବରରେ ଅନ୍ୟ ୨୧ ଅଂଚଳରେ ବି ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି I ତେବେ ଏହି ଯୋଜନା ଅନୁସାରେ ଆପଣ ନିଜ ସ୍ମାର୍ଟଫୋନର ନମ୍ବର ବଦଳାଇପାରିବେ ଓ ଚୋରି ହେଇଥିବା ମୋବାଇଲ କୁ ଚୋର ଆଉ ବ୍ୟବହାର କରିପାରିବ ନାହିଁ I ଏହା ଛଡା ସହଜ ରେ ବି ମୋବାଇଲ କୁ ଟ୍ରାକ କରାଯାଇପାରିବ I


