+2 ପାସ ପିଲାଙ୍କ ପାଇଁ ଆସିଲା ଖୁସି ଖବର, ମିଳିବ ସାଲେରୀ ୨୧,୭୦୦! ଏମିତି କରନ୍ତୁ ଆବେଦନ
ବନ୍ଧୁଗଣ ଆସନ୍ତୁ ଜାଣିବା +2 ପାସ୍ ପିଲାଙ୍କ ପାଇଁ ଆସିଛି କିଛି ସରକାର ନିଯୁକ୍ତି ତେବେ ଏହି ନିଯୁକ୍ତି କିପରି ଆବେଦନ କରି ପାରିବେ ଏବଂ କେଉଁ website ଦ୍ୱାରା ଆପଣ ଏହାକୁ ଆବେଦନ କରି ପାରିବେ ଏବଂ ଆବେଦନ ପାଇଁ କଣ ଆବଶ୍ୟକ ସେହି ବିଷୟରେ ଆସନ୍ତୁ ଜାଣିବା | ଓଡ଼ିଶାରେ 2500 ସରକାର ନିଯୁକ୍ତି ବାହାରିଛି ତେବେ ଆସନ୍ତୁ ଜାଣିନେବା |
ପ୍ରଥମେ indian navy govt of india ନିଯୁକ୍ତି ରହିଛି ପୁରା ଭାରତର +2 ପାସ ପିଲା ଆବେଦନ କରି ପାରିବେ କେବେ boys candidate only ଆଉ 2500 only +2 ପାସ ପିଲାଙ୍କ ପାଇଁ ନିଯୁକ୍ତି ସବୁ ssa & ssr posts vacancy ବାହାରିଛି |
ତେବେ ଆସନ୍ତୁ ଜାଣିବା ଆବେଦନ ବିଷୟରେ ତେବେ ଆବେଦନ କରିବାର ସମୟ ରହୁଛି 16-10-2021 ରୁ 25-10-2021 ଏବଂ ଏହି ନିଯୁକ୍ତି କୁ ଆବେଦନ ପାଇଁ କୌଣସି fees ବା ଟଙ୍କା ଲାଗିବନାହିଁ ସମସ୍ତେ ଏହାକୁ ମାଗଣାରେ ଆବେଦନ କରିପାରିବେ |
ଆସନ୍ତୁ ଜାଣିବା vacancy details ବା salary ସମ୍ବନ୍ଧରେ ପ୍ରଥମେ SAA ପୋଷ୍ଟ ପାଇଁ ଟୋଟାଲ 500 ପୋଷ୍ଟ ବାହାରିଛି ଆଉ ଦ୍ୱିତୀୟରେ SSR ରେ ଟୋଟାଲ 2000 ପୋଷ୍ଟ ବା ନିୖଯୁକ୍ତି ବାହାରିଛି ଟୋଟାଲ ଉପରେ 2500 ପୋଷ୍ଟ ର ନିଯୁକ୍ତି ବାହାରିଅଛି |
ଆଉ ଏମାନଙ୍କର ମାସିକ ଦରମା ବା SALARY ହେଉଛି 21000 ରୁ 69100 ରହିଛି କିନ୍ତୁ ଆପଣଙ୍କୁ TRANNING ସମୟରେ 14600 ପ୍ରତୋକ ମାସର ଦରମା ରହିବ ସେହି ପରି ଏହି ନିଯୁକ୍ତି ପାଇଁ ଜଣେ ବ୍ୟକ୍ତିର କଣ ସବୁ EDUCATIONAL DETAILS ଦରକାର ଆସନ୍ତୁ ଜାଣିବା |
ତେବେ ପ୍ରଥମେ ଯେଉଁ ନିଯୁକ୍ତି ରହିଛି SAA ନିଯୁକ୍ତି ପାଇଁ +2 ପାସ 60% ମାର୍କ ଥିବା ଦରକାର ଆଉ SSR ନୁଯୁକ୍ତି ପାଇଁ +2 ପାସ SCIENCE ଆଉ ମାର୍କ ର କିଛି ଆବଶ୍ୟକ ନାହିଁ ପାସ ହୋଇଥିବା ଦରକାର |
ତେବେ ଆପଣ ଏହାକୁ ଆବେଦନମ କରି ପାରିବେ ଆଉ 10th ପାସ ପିଲାଙ୍କ ପାଇଁ ଟୋଟାଲ ଉପରେ 300 ନିଯୁକ୍ତି ବାହାରିଛି ଆଉ ଏହାର ଆବେଦନ ର ସମୟ 29-10-2021 ରୁ ଆରମ୍ଭ ହେଉଛି |
2500 ନିଯୁକ୍ତି ର ସିଲେକ୍ସନ କିପରି କରାଯିବ ସେଇବିଷ୍ୟରେ ଆସନ୍ତୁ ଜାଣିବା 10000 ପିଲା WRITTEN EXAMINATION ପାଇଁ SELECTION ହେବେ ଆଉ ସେହି ମାନଙ୍କ ମଧ୍ୟରୁ 10th ,+2 ପିଲା ମାନଙ୍କ ମାର୍କ କୁ ନେଇ ଏହି ସେଲେକ୍ସନ ରହିଛି ଆଉ physical fittnes ଟେଷ୍ଟ ମଧ୍ୟ ରହୁଛି ଆଉ BORNING DATE 01-02-2002 ରୁ 31-01-2005 ମଧ୍ୟରେ ହୋଇଥିବା ଦରକାର |
(https://odishajobnews.com/)








