କଟକ : ବାରମ୍ବାର କଟକରୁ ଗୋଟେ ପରେ ଗୋଟେ ନକଲି ସାମଗ୍ରୀ ଜବତ ହେଉଛି । ଫଳରେ ନକଲି କାରବାର ହବ ପାଲଟିଛି କଟକ । ଏହି ପରିପ୍ରେକ୍ଷୀରେ ଜଗତପୁର ଅଞ୍ଚଳରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ । ନକଲି ସିମେଣ୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଜଗତପୁର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
Post Views: 3,367