ଦୁମୁକା ପଞ୍ଚାୟତ ର ସମିତି ସଭ୍ୟାଙ୍କ ଆତ୍ମହତ୍ୟା
କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ଦୁମୁକା ପଂଚାୟତର ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଆତ୍ମହତ୍ୟା । ଘର ଭିତରପଟୁ କବାଟ ବନ୍ଦ କରି ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଗୀତାଙ୍କୁ ନିକଟସ୍ଥ ମେଡ଼ିକାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୀତା ପ୍ରଧାନଙ୍କ ଭାଇ ଜଗା ପ୍ରଧାନ ମାର୍ଶାଘାଇ ପୋଲିସ କୁ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଗୀତାଙ୍କ ଘରେ ପହଂଚି ମୃତଦେହ ଜବତ କରିବା ସହିତ ୩୦/୨୦୨୨ ଏକ ଇଉଡି କେସ୍ କରିଅ।
