ସ୍ୱାମୀ ଘରୁ ବାହାରକୁ ଯିବା ପରେ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ଜାଣି ନିଅନ୍ତୁ ଏହା କ’ଣ
ହିନ୍ଦୁଧର୍ମରେ ବହୁତ ଶୁଭ ଓ ଅଶୁଭ ପରିସ୍ଥିତି ରହିଛି। ଯେଉଁଗୁଡ଼ିକ ପଛରେ ଅନେକ ବିଶ୍ୱାସ ରହିଛି, ସେହିଗୁଡ଼ିକ ମଧ୍ୟରୁ କିଛି ଏପରି କାର୍ଯ୍ୟ ରହିଛି ଯାହା ଅଶୁଭ ବିବେଚନା କରାଯାଏ। ଆମ ଗୁରୁଜନଙ୍କ ପାଖରୁ ଆମେ ଅନେକ କାର୍ଯ୍ୟ ବିଷୟରେ ଶୁଣି ଥାଉ ଯେ ଯାହା ନକରିବା ପାଇଁ ପରାମର୍ଶ ଦିଆଯାଇଛି। କୁହାଯାଏ ଯେ ଏହି କାମ କରିବା ଉଚିତ ନୁହେଁ। ଅତ୍ୟନ୍ତ ଅଶୁଭ ଅଟେ। ଏହି କାର୍ଯ୍ୟ ଗୁଡ଼ିକ ମଧ୍ୟରୁ କିଛି ଏପରି କାର୍ଯ୍ୟ ରହିଛି ଯାହା ସ୍ବାମୀ ଘରୁ ବାହାରକୁ ଯିବାବେଳେ ସ୍ତ୍ରୀକୁ ଆଦୌ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ସବୁକଥା ବିଷୟରେ ଜାଣିବା।
ଘର ସଫା କରିବେ ନାହିଁ :
ଯଦି ସ୍ବାମୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅଫିସ ବା ବାହାରକୁ ଯାଉଛନ୍ତି, ତେବେ ସେଘରୁ ବାହାରିବା ପର୍ଯ୍ୟନ୍ତ ସେହି ଘରକୁ ଝାଡୁ କରନ୍ତୁ ନାହିଁ। ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ବାରା ସ୍ବାମୀ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଇଥାନ୍ତି, ସେଥିରେ ସେ କେବେବି ସଫଳ ହୋଇ ପାରିବେ ନାହିଁ।
ସ୍ନାନ କରିବା :

ଯେତେବେଳେ ଆପଣଙ୍କ ସ୍ବାମୀ ଅଫିସକୁ ଯାଉଛନ୍ତି, ଆପଣ ଏହାପରେ ତୁରନ୍ତ ଗାଧୋଇବାକୁ ଯିବା ଉଚିତ ନୁହେଁ। କାରଣ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଯେତେବେଳେ ଜଣେ ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ, ତାର ଶେଷ ବି-ଦା-ୟ ପରେ ସମସ୍ତେ ଗାଧୋଇବାକୁ ଯାଇଥାନ୍ତି। ତେଣୁ ଏହାକୁ ସର୍ବଦା ଧ୍ୟାନରେ ରଖନ୍ତୁ।
ନଖ କାମୁଡିବା :

ସ୍ବାମୀ ଘରୁ ବାହାରିବା ପରେ ତୁରନ୍ତ ନଖ କାଟିବା ଉଚିତ ନୁହେଁ। ଏହା କରିବା ଦ୍ଵାରା ରାହୁଙ୍କ ଖରାପ ପ୍ର-ଭା-ବ ଆପଣଙ୍କ ବୈବାହିକ ଜୀବନ ଉପରେ ପଡ଼ିଥାଏ ଏବଂ ଆପଣ ଏହାର ଖରାପ ପ୍ରଭାବ ଦେଖିବାକୁ ପାଇ ପାରନ୍ତି।
ଆପଣଙ୍କର ଶୃଙ୍ଗାର ବନ୍ଦ କରନ୍ତୁ ନାହିଁ :

ବିବାହିତ ସ୍ତ୍ରୀଲୋକମାନେ ନିଜ ସ୍ଵାମୀଙ୍କ ଘରୁ ବାହାରିବା ମାତ୍ରେ ଶୃଙ୍ଗାର ଛଡ଼ାଇବା ଉଚିତ ନୁହେଁ। କାରଣ ସ୍ବାମୀ ମରିଗଲେ ସ୍ତ୍ରୀ ଜଣକ ସ୍ଵାମୀଙ୍କ ନାମରେ ପିନ୍ଧିଥିବା ଶୃଙ୍ଗାର ଓହ୍ଲାଇ ଦେଇଥାଏ।
ସ୍ଵାମୀଙ୍କ ଘରୁ ବାହାରିବା ମାତ୍ରେ କେଶ ଖୋଲନ୍ତୁ ନାହିଁ :

ଆପଣ ଏହି ବିଷୟରେ ହୁଏତ ଜାଣି ନଥିବେ। କିନ୍ତୁ ମହିଳା ମାନଙ୍କର ସ୍ଵାମୀଙ୍କ ଘରୁ ବାହାରିବା ପରେ ତୁରନ୍ତ କେଶ ଖୋଲିବା ବା କେଶ କାଟିବା ଉଚିତ ନୁହେଁ। ଏହା କରିବା ଦ୍ଵାରା ଆପଣଙ୍କ ଘରେ ଦୁଃଖ ଓ ଦାରିଦ୍ର୍ୟତା ଭଳି ପରିସ୍ଥିତି ଉତ୍ପନ୍ନ ହୋଇପାରେ। ତେଣୁ ସ୍ବାମୀ ଘରୁ ବାହାରି ଯିବାର କିଛି ସମୟ ପରେ ମୁଣ୍ଡ କେଶ ଖୋଲି ପାରିବେ। ବନ୍ଧୁଗଣ ଏହି ପାଞ୍ଚଟି କାର୍ଯ୍ୟ ମଧ୍ୟରୁ କୌଣସି କାର୍ଯ୍ୟ ସ୍ବାମୀ ବାହାରକୁ ଯିବାର ସଙ୍ଗେ ସଙ୍ଗେ ସେହି କାର୍ଯ୍ୟ କରିବା ଅଶୁଭ ମାନା ଯାଇଥାଏ।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।

