ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ତିନୋଟି କାମ ? ନଚେତ ରାଗିଯିବେ ଶନିଦେବ! ଜୀବନ ସାରା ଲାଗି ରହିବ ଦରିଦ୍ର ଓ ଆସିବ ଅକାଳ ମୃତ୍ୟୁ
ଯଦି ଆପଣ ଶନି ମହାରାଜାଙ୍କୁ ମାନନ୍ତି ତାହେଲେ ଶନିବାରଦିନ ଏହି ୩ଟି ଅଶୁଭ କାମ କେବେ କରନ୍ତୁ ନାହିଁ ଶନିଦେବଙ୍କୁ କଷ୍ଟ ହୋଇଥାଏ । ଶନିବାର ଦିନ କେବେ କରନ୍ତୁ ନାହିଁ ଏହି କାମ ଆଉ ଶନିବାର ଦିନ ଏହି ଅଙ୍ଗରେ ଟିକେ ତେଲ ଲଗାଇଦେଲେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଶନିବାର ଦିନକୁ ଶନି ମହାରାଜାଙ୍କୁ ସମର୍ପିତ ବୋଲି ମାନାଯାଏ।
ଏହି ଦିନ ଯେଉଁ ଭକ୍ତ ଶ୍ରଦ୍ଧାର ସହିତ ଶନି ମହାରାଜାଙ୍କୁ କିଛି ମାଗିଥାଏ, ତାହାର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ । ଆପଣ କଣ ଜାଣିଛନ୍ତି କି ଏହି ୩ଟି କାମ କରିଲେ ଶନି ମହାରାଜା ରୁଷ୍ଟ ହୋଇଯାଇଥାନ୍ତି । ଶନି ଗ୍ରହକୁ ସବୁଠାରୁ ଭାରି ଗ୍ରହ ବୋଲି ମାନାଯାଏ । ଅଶୁଭ ଶନି ଅମଙ୍ଗଳକାରୀ ହୋଇଯାଏ । ଏହାର ପ୍ରଭାବରେ ପ୍ରଭାବିତ ଜାତକ କ୍ରୋଧୀ, ଆତଙ୍କବାଦୀ, ଦୁରାଚାରୀ, ଏବଂ ବିଦ୍ରୋହୀ ହୋଇଯାଏ । ବ୍ୟକ୍ତି ଯଦି ଚିନ୍ତିତ ଓ ଅଶୁଭ ହୋଇଯାଏ ତ ବ୍ୟକ୍ତି କାଙ୍ଗାଳ ହୋଇଯାଏ । ଘରକୁ କଷ୍ଟ ଆସିବା ଆରମ୍ଭ ହୋଇଯାଏ । ଜାଣି ରଖନ୍ତୁ ଶନିବାର ଦିନ ଏହି କାମ କରିଲେ ଆପଣଙ୍କ ଉପରେ ଶନିଦେବ ରୁଷ୍ଟ ହୋଇଥାନ୍ତି ।
୧) ଶନିବାର ଦିନ ବ୍ୟକ୍ତି ସମ୍ଭୋଗ କରିବାଠାରୁ ବଞ୍ଚିବା ଉଚିତ୍ । ଅଧିକାଂଶ ଲୋକ ଯେଉଁମାନେ ଏହିପରି ଭୋଗବିଳାସରେ ବୁଡି ରୁହନ୍ତି ଏବଂ ତାଙ୍କୁ ଶନିଦେବଙ୍କର କ୍ରୋଧର ସାମ୍ନା କରିବାକୁ ପଡେ । ଏହିପରି ପାପ ଭୁଲରେ ବି କରନ୍ତୁ ନାହିଁ । ଏହିଦିନ ଭୋଗବିଳାସ କରିବାଠାରୁ ଦୂରେଇ ରୁହନ୍ତୁ ନଚେତ୍ ଶନିଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ କେବେ ପଡ଼ିବ ନାହିଁ ।
୨) ଶନିବାର ଦିନ ଯଦି ଘର ପାଖରେ କୁକୁର, ବିଲେଇ ବୋବାନ୍ତି, ତାହେଲେ ବହୁତ ଅଶୁଭ ହୋଇଥାଏ । ଏହି ଘରେ ଗରିବ ଆସିଯାଏ । ହୋଇପାରେ ଝଗଡ଼ା ଅଶାନ୍ତି ଇତ୍ୟାଦି ଘରେ ହୋଇପାରେ ।
୩) ଶନିବାର ଦିନ ଭାଙ୍ଗି ଯାଇଥିବା ପାନିଆ ଏବଂ ଦର୍ପଣର ବ୍ୟବହାର କରନ୍ତୁ ନାହିଁ । କାରଣ ଶନିଗ୍ରହ ଅଶୁଭ ପରିଣାମ ଦେବାକୁ ଲାଗିଥାଏ । ଏବଂ ବ୍ୟକ୍ତି କାଙ୍ଗାଳ ହୋଇଯାଏ ।
୪) ଶନିବାର ଦିନ ଘରେ କୌଣସି ବି ଜିନିଷ ଭାଙ୍ଗିବା ଅଶୁଭ ମାନାଯାଏ । ଶନିବାର ଦିନ ଭାଙ୍ଗି ଯାଇଥିବା ଯାନରେ ବସି ଯାତ୍ରା କରନ୍ତୁ ନାହିଁ ଆପଣଙ୍କ ସହିତ ଖରାପ ହୋଇପାରେ । ଯେଉଁ ଲୋକମାନେ ଶନିବାର ଦିନ ଗାଧୋଇ ନଥାନ୍ତି ତାଙ୍କୁ କେବେ ସଫଳତା ମିଳିପାରିବ ନାହିଁ ।
୫) ଯଦି ଆପଣ ଶନିଦେବଙ୍କୁ ମନୁଥାନ୍ତି ତାହେଲେ ଶନିବାର ଦିନ ମଦ, ମାଂସର ସେବନ କରନ୍ତି ତ ଶନି ମହାରାଜାଙ୍କୁ କଷ୍ଟ ହୋଇଥାଏ । ଆଉ ଆପଣଙ୍କୁ ପାପ ଲାଗିଥାଏ । ଏହା ଦ୍ବାରା ଆପଣଙ୍କ ଗ୍ରହର ସ୍ଥିତି ଖରାପ ହୋଇଯାଇଥାଏ ।
୬) ଶନିଦେବଙ୍କୁ ନ୍ୟାୟ ସିଦ୍ଧ ଦେବତା ବୋଲି ମାନାଜାଏ । ସେ ସମସ୍ତଙ୍କର ନ୍ୟାୟ କରନ୍ତି । ତେଣୁ କେବେ ଝଗଡ଼ା ଆଦି କରିବା ଉଚିତ୍ ନୁହେଁ କି ଗାଳି କରିବା ଉଚିତ୍ ନୁହେଁ । ଖାସ୍ କରି ଏହି ଦିନ ମହିଳାଙ୍କୁ କଷ୍ଟ ଦେବା ଉଚିତ୍ ନୁହେଁ ।ମହିଳା ମାନଙ୍କ ଉପରେ ଖରାପ ନଜର ଦେବା ଉଚିତ୍ ନୁହେଁ । ଏହା କଲେ ଶନିଦେବ କ୍ରୋଧିତ ହୋଇଥାନ୍ତି ।ତେଣୁ ଏ ସବୁରୁ ଦୂରେଇ ରୁହନ୍ତୁ ।
୭) ଶନିବାର ଦିନ ଶନି ମନ୍ଦିର କିମ୍ବା ହନୁମାନଙ୍କୁ ଦର୍ଶନ କଲେ ଶନି ମହାରାଜା ପ୍ରସନ୍ନ ହୁଅନ୍ତି । ଏଥିପାଇଁ ଶନିଦେବଙ୍କ ପୂଜା ପରେ ହନୁମାନଙ୍କର ଦର୍ଶନ କରନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ଶନିବାର ଦିନ ସୋରିଷ ତେଲରେ ଦୀପ ଜଳାନ୍ତୁ ଏବଂ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ । ଏହା କରିଲେ ବ୍ୟକ୍ତିର ସବୁ କଷ୍ଟ ଶନି ମହାରାଜା ହରଣ କରନ୍ତି । ଏହି ଦିନ ଶନି ମହାରାଜାଙ୍କ ଆଖିକୁ ଦେଖିବା ଉଚିତ୍ ନୁହେଁ, ନଚେତ୍ ଓଲଟା ବ୍ୟକ୍ତିକୁ କଷ୍ଟ ହୋଇଥାଏ । ଏହି ଦିନ କଳା ରଙ୍ଗର କପଡ଼ା ପରିଧାନ ନ କରିବା ପାଇଁ ଚେଷ୍ଟା କରନ୍ତୁ ।
୮) ଯେଉଁ ଲୋକମାନେ ଶନିବାର ଦିନ ଦାନ କରନ୍ତି ସେମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରୁହନ୍ତି । ଶନିବାର ଦିନ ତେଲ କିଣି ଘରକୁ ଆଣନ୍ତୁ ନାହିଁ, ଲୁହା ମଧ୍ୟ କିଣିବା ଉଚିତ୍ ନୁହେଁ । ଶନିବାର ଦିନ କଳା ରଙ୍ଗର ବିରିଡାଲି ଘରେ ବନେଇବା ଉଚିତ୍ ନୁହେଁ । ଏହି ଦିନ କଳା ରଙ୍ଗର ବସ୍ତୁ ଦାନ କରିବା ଉଚିତ୍ ଯାହାଦ୍ଵାରା କିଛି ଦୁର୍ଘଟଣା ଘଟେନାହିଁ ।
୯) ଶନିବାର ଦିନ ହଠାତ୍ କରଜ ବଢିବା, ଖର୍ଚ୍ଚ ବଢିବା, କ୍ଷୀର ଉତୁରିବା, ତେଲ ପଡ଼ିଯିବା, କାଚ ଭାଙ୍ଗିଯିବା ତ ଏହା ଆଗକୁ ଆସୁଥିବା ଗରିବତାର ସଂକେତ ଦେଇଥାଏ । ଏମିତିରେ ଆପଣ ସୋରିଷ ତେଲର ଦୀପ ଜଳାନ୍ତୁ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
ଆପଣଙ୍କ ପରିବାରରେ ଯାହାର ଦେହ ଅସୁସ୍ଥ ଥାଉ କି କିଛି ଅସୁବିଧା ଥାଉ, ଟଙ୍କାପଇସାର କିଛି ଅସୁବିଧା ଥିଲେ ମଧ୍ୟ ଶନିଦେବଙ୍କୁ ପୂଜା କରିଲେ ଆପଣଙ୍କର ସବୁ ଚିନ୍ତା କଷ୍ଟ ସମସ୍ୟା ଦୂର ହେବ ।ତେଲ ଆପଣ ଆଙ୍ଗୁଠିରେ ଅଧିକ ନୁହେଁ ଟିକେ ସୋରିଷ ତେଲ ନେଇ ଆପଣ ଆପଣଙ୍କ ଆଇବ୍ରୋରେ ଲଗାନ୍ତୁ ଏବଂ ସେହି କାନର ପଛପଟେ ଟିକେ ଲଗାନ୍ତୁ ।
ଏହିପରି ପ୍ରତ୍ୟେକ ଶନିବାର ଦିନ ୨ ରୁ ୩ ଥର କରନ୍ତୁ ଆପଣଙ୍କ ମନକୁ ବହୁତ ଶାନ୍ତି ମିଳିବ । ଆପଣ ସବୁ ବିପଦରୁ ରକ୍ଷା ପାଇ ପାରିବେ । ଆପଣଙ୍କୁ ଶନି ମହାରାଜାଙ୍କର କୃପା ମିଳିବ । କିନ୍ତୁ ମନେ ରଖନ୍ତୁ ଶକ୍ତ ମନରେ ହିଁ ଏହି ଉପାୟ କରନ୍ତୁ । ଏହା କଲେ ଶନି ମହାରାଜା ଆପଣଙ୍କ ଉପରେ କେବେ ରୁଷ୍ଟ ହେବେ ନାହିଁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
