ରବିବାର ଦିନ କରନ୍ତୁ ଏହି ବିଶେଷ ଉପାୟ ! ପ୍ରସନ୍ନ ହେବ ସୂର୍ଯ୍ୟଦେବ, ଦୂର ହେବ ଜୀବନର ଅନେକ ସମସ୍ୟା
ହିନ୍ଦୁ ଧର୍ମରେ ସମସ୍ତ ଦେବା-ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଦିନ ନିର୍ଦ୍ଧାରଣ କରାଯାଇଛି । ଦେବା-ଦେବୀଙ୍କ ସହ ଜଡିତ ଦିନରେ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ କୁହାଯାଏ କି, ରବିବାର ସୂର୍ଯ୍ୟଦେବଙ୍କ ପୂଜା କରିବା ଏବଂ ତାଙ୍କୁ ସ୍ମରଣ କରିବା ଦ୍ୱାରା ଦୁଃଖରୁ ମୁକ୍ତି ମିଳିବା ସହିତ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହାସହିତ ରବିବାର ଦିନ ସୂର୍ଯ୍ୟଦେବଙ୍କ ସମର୍ପିତ ମନ୍ତ୍ର ଜପିବା ଦ୍ୱାରା ସମସ୍ତ କଷ୍ଟ ଦୂର ହେବା ସହିତ ଉନ୍ନତିର ରାସ୍ତା ଖୋଲିଥାଏ । ଏହାବ୍ୟତିତ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ ।
ପ୍ରତ୍ୟକ ମନୁଷ୍ୟ ଜୀବନରେ ଖୁସି ରେ ରହିବାକୁ ଇଚ୍ଛା କରିଥାଏ I ଏବଂ ଜୀବନ ରେ ଖୁସି ରେ ରହିବାକୁ ମନୁଷ୍ୟ ଦିନ ରାତି କଠିନ ପରିଶ୍ରମ କରିଥାଏ I ଯାହା ଦ୍ୱାରା ତାଙ୍କ ପରିବାର ଖୁସି ରେ ରହିବ I କିନ୍ତୁ ସର୍ବଦା ମନୁଷ୍ୟ ଜୀବନ ଖୁସି ରେ ରହିବ ଏହା ସମ୍ଭବ ହେଇ ନ ଥାଏ I ଜୀବନ ରେ ଆମ ର କିଛି ଭୁଲ କର୍ମ କୁ ନେଇ ସମସ୍ୟା ଉତ୍ପରଃନ ହେଇଥାଏ I ଯାହା ଦ୍ୱାରା ଆପଣ ଜୀବନ ଖୁସି ରେ ଅତିବାହିତ କରିବେ I
ଆଜି ଆମେ ରବିବାର ରେ କିଛି କୁ ପାଳନ କରିବା ବିଷୟ ରେ କହିବା I ଏହା ଦ୍ୱାରା ଆପଣ ଙ୍କ ଉପରେ ସୂର୍ଯ୍ୟ ଦେବ ଙ୍କ ର ବିଶେଷ କୃପା ମଧ୍ୟ ରହିଥାଏ I
ଆସନ୍ତୁ ଜାଣିବା କେଉଁ ଉପାୟ ଆପଣେଇବା ଜୀବନ ରେ ସବୁ ସମସ୍ୟା କୁ ଦୂର କରିବା
ଯଦି ଆପଣ ରବିବାର ସକାଳୁ କୌଣସି ମହତ୍ୱପୁର୍ଣ କାର୍ଯ୍ୟ ରେ ଘରୁ ବାହାର କୁ ଯାଉଛନ୍ତି ତେବେ ପ୍ରଥମେ ଗାଈ କୁ ରୁଟି ଖାଇବା କୁ ଦିଅନ୍ତୁ I ସମ୍ଭବ ହେଲେ ରବିବାର ଦିନ ରେ ଗାଈ କୁ ପୂଜା କରନ୍ତୁ I ଆପଣ ପ୍ରତୋକ କାର୍ଯ୍ୟ ରେ ସଫଳ ହେବେ I
ରବିବାର ଦିନ ଏକ ପାତ୍ର ରେ ଆପଣ ପାଣି ରଖି ସେଥିରେ କୁମକୁମ ପକାନ୍ତୁ ଏବଂ ବର ଗଛ ମୂଳ ରେ ଏହା କୁ ଅର୍ପଣ କରନ୍ତୁ I
ଯଦି ଆପଣ ରବିବାର ଦିନ ମାଛ ଙ୍କୁ ଅଟା ଗୁଳା କରି ଖାଇବା କୁ ଦେଉଛନ୍ତି ତେବେ ଜୀବନ ରେ ଅନେକ ଶୁଭ ପରିଣାମ ହାସିଲ ହେଇଥାଏ I ଏହା ଦ୍ୱାରା ଜୀବନ ର ଅନେକ ସଙ୍କଟ ଦୂର ହେବ I
ଯଦି ଆପଣ ଚାହୁଁଛନ୍ତି କି ଜୀବନ ରେ ଖୁସି ରେ ଜୀବନ ଅତିବାହିତ କରିବା କୁ ତେବେ ରବିବାର ଦିନ ଶୁଦ୍ଧ କସ୍ତୁରୀ କୁ ଏକ ହଳଦିଆ କପଡା ରେ ରଖି ଏହା କୁ ଆପଣ ନିଜ ଆଲମାରୀ ରେ ରଖି ଦିଅନ୍ତୁ I ଏହା ଦ୍ୱାରା ମଧ୍ୟ ଆପଣ ଜୀବନ ରେ ଅନେକ ଖୁସି ଅନୁଭବ କରିବେ I
ଯେପରି କି ଆପଣ ଜାଣିଥିବେ ରବିବାର ଦିନ ସୂର୍ଯ୍ୟ ଦେବ ଙ୍କ ପାଁଇ ଏହା ସମର୍ପିତ ଅଟେ I ଯଦି ଆପଣ ଏହି ଦିନ ବ୍ରତ ରଖୁଛନ୍ତି ତେବେ ରବିବାର ର ଏହି ବ୍ରତ ଆପଣ ବିନା ଲୁଣ ରେ କରିବା ଉଚିତ I
ମାନ୍ୟତା ଅନୁସାରେ ଜଣେ ବ୍ୟକ୍ତି ଯଦି ଏପରି କିଛି ନିୟମ କୁ ଆପଣେଇ ଜୀବନ ରେ ଆଗେଇ ଚାଲିବ ତେବେ ଜୀବନ ରେ କୌଣସି କିଛି ସମସ୍ୟା ରହିବ ନାହିଁ I କିନ୍ତୁ କିଛି ବିଶେଷ ସୂଚନା ଅଭାବ ରୁ ଲୋକେ ଏହି ସବୁ କିଛି ଉପାୟ କୁ ଆପଣେଇ ନ ଥାନ୍ତି I ଯାହା ଦ୍ୱାରା କି ନାନା ସମସ୍ୟା ର ସମୁଖୀନ ହେଇଥାନ୍ତି I ଏହି ସବୁ ନିୟମ କୁ ପୁରା ନିଷ୍ଠା ର ସହ ପାଳନ କରିବା କୁ ହେଇଥାଏ I
ସୂର୍ଯ୍ୟଦେବଙ୍କ ସହ ଜଡିତ ମନ୍ତ୍ର :
ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ
ଓଁ ହ୍ରିଂ ହ୍ରିଂ ସୁର୍ଯ୍ୟାୟ ସହସ୍ରକିରଣାୟ ମନୋବାଂଛିତ ଫଳମ ଦେହି ସ୍ୱାହା, ଓଁ ଏଡି ସୂର୍ଯ୍ୟ ସହସ୍ତ୍ରାଂଶୋଂ ତେଜୋ ରାଶେ ଜଗତପତେ, ଅନୁକମ୍ପୟେମାଂ ଭକ୍ତ୍ୟା, ଗୃହାଣାର୍ଘୟ ଦିବାକରଃ
ଓଁ ହ୍ରିଂ ଘୃଣିଃ ସୂର୍ଯ୍ୟ ଆଦିତ୍ୟଃ କ୍ଲିଂ ଓଁ
ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ନମଃ
ଓଁ ସୂର୍ଯ୍ୟାୟ ନମଃ
ଓଁ ଘୃଣି ସୂର୍ଯ୍ୟାୟ ନମଃ
ରବିବାର ଉପାୟ :
ରବିବାର ସୂର୍ଯ୍ୟଦେବଙ୍କ ବ୍ରତ ରଖନ୍ତୁ । ସୂର୍ଯ୍ୟଦେବଙ୍କ ପାଇଁ ଗୁଡ, ଲାଲ ପୁଷ୍ପ, ତମ୍ବା, ଗହମ ଆଦି ଦାନ କରନ୍ତୁ । ସୂର୍ଯ୍ୟ ମଜବୁତ ପାଇଁ ମାଣିକ୍ୟ ରତ୍ନ ପିନ୍ଧନ୍ତୁ । ଏହାସହିତ ଏକମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ଶକ୍ତିଶାଳୀ କୁହାଯାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ । ଯେଉଁ ଜାତକରେ ସୂର୍ଯ୍ୟ ମଜବୁତ ସ୍ଥିତିରେ ବିରାଜମାନ କରିଥାନ୍ତି ତାଙ୍କ ଜୀବନରେ କୌଣସି ସମସ୍ୟା ହୋଇନଥାଏ ।
