ବୁଧବାର ଦିନ କରନ୍ତୁ ଏହି ଉପାୟ ! ମିଳିବ ଶୁଭଫଳ, ଖୁବଶୀଘ୍ର ହୋଇଯିବେ ହୋଇଯିବେ ମାଲା ମାଲ
ବନ୍ଧୁଗଣ ଆଜି ଆମେ ଜାଣିଵା ଗଣେଶଙ୍କର ଏକ ଛୋଟ ଉପାୟ ଯାହା ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳି ଯିବ , ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ , ଭଗଵାନ ଗଣେଶ ସମସ୍ତଙ୍କର ଦୁଖ କଷ୍ଟକୁ ଦୂର କରିଥାନ୍ତି , ତାଙ୍କୁ ଵିଦ୍ୟା ଦାତା ବୋଲି କୁହାଯାଉଥିଵାରୁ ତାଙ୍କ ପୂଜା ଅର୍ଚ୍ଚନା କରିଵା ଦ୍ଵାରା ବିଦ୍ୟା ପ୍ରଦାନ କରିଥାନ୍ତି , ଭଗବାନ ଗଣେଶଙ୍କର ପୂଜା ଅର୍ଥାତ୍ ଆମର ସବୁ ସଂକଟର ଅନ୍ତ ବୋଲି ମନାଯାଇ ଥାଏ , ଏବଂ ଵ୍ୟକ୍ତିକୁ ସ୍ଵଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ମଣିଷର ଭାଗ୍ୟ ମଧ୍ୟ ଖୋଲି ଯାଇଥାଏ ,
ବୁଧବାରକୁ ଗଣେଶଙ୍କର ଦିନ କୁହାଯାଇଥିଵାରୁ ଏହି ଦିନ କରାଯାଇଥିବା ଉପାୟ ତୁରନ୍ତ ଫଳ ଦେଖାଇବାକୁ ଲାଗିଥାଏ , ତେବେ ଆସନ୍ତୁ ଜାଣିବା ସେହିପରି କିଛି ଉପାୟକୁ ତେବେ ପ୍ରଥମ ହେଲା ବୁଧବାର ଦିନ ଵ୍ରହ୍ମମୁହୂର୍ତ୍ତରେ ସ୍ନାନ ସାରି ଭଗଵାନ ଗଣେଶଙ୍କୁ ୧୧ ଟି ଦୁବ ବା ୨୧ଟି ଦୁବ ଅର୍ପଣ କରିଵେ ଏହା ସହ ୨୧ଟି ଗୁଡ଼ ଚଢାନ୍ତୁ ଏହା ଏକ ବହୁ ଚମତ୍କାରି ଉପାୟ ଅଟେ ଏହା ଦ୍ଵାରା ସବୁ ମନସ୍କାମନା ପୁର୍ଣ ହୋଇ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ , ଯଦି ଆପଣଙ୍କ ଜୀବନରେ ବହୁ ସମସ୍ଯା ଆସୁଛି ଏବଂ କମିବାର ନାମ ନେଉନାହିଁ , ତେବେ ଆପଣ ବୁଧବାର ଦିନ କୈାଣସି ହାତୀକୁ ସବୁଜ ଫଳ ଖାଇବାକୁ ଦିଅନ୍ତୁ ଓ ଗଣେଶଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତୁ ଏହି ଉପାୟ ଦ୍ଵାରା ଆପଣଙ୍କର ସବୁ ସମସ୍ଯା କିଛି ଦିନ ଭିତରେ ସମାପ୍ତ ହୋଇଯିବ ,

ଅଚାନକ ଧନ ପ୍ରାପ୍ତି ପାଇଁ ବୁଧବାର ଦିନ ସକାଳେ ସ୍ନାନ ସାରି ଗୋଟିଏ କନ୍ସା ଥାଳିରେ ଚନ୍ଦନରେ “ଓଃ ଗଣ ଗଣପତେଃ ନମ୍ଃ” ଲେଖନ୍ତୁ ଏଥିରେ ପାଞ୍ଚଟି ଵୁନ୍ଦି ଲଡୁ ରଖି ପାଖ ମନ୍ଦିରରେ ଦାନ କରିଦିଅନ୍ତୁ , ବୁଧବାର ଦିନ ଗଣେଶଙ୍କର ଅଥର୍ବ ଶୀର୍ଷର ପାଠ କରନ୍ତୁ , ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ବାଧାବିଘ୍ନ ସମାପ୍ତ ହୋଇଥାଏ , ଗଣେଶଙ୍କୁ ସମି ପତ୍ର ଚଢାଇଲେ ବୁଦ୍ଧି ମିଳିଥାଏ ଏବଂ ଗୃହ କ୍ଳେଶ ହୋଇନଥାଏ , ଗଣେଶଙ୍କୁ ଘିଅ ଏବଂ ଗୁଡ଼ର ଭୋଗ ଲଗାନ୍ତୁ ଏବଂ ତାକୁ ଗାଈକୁ ଖୁଆଇ ଦିଅନ୍ତୁ , ଏହା ଦ୍ଵାରା ଧନ ଧାନ୍ୟ ପ୍ରାପ୍ତି ହୋଇଥାଏ ,

ବୁଧବାର ଦିନ “ଓଃ ଗଣ ଗଣପତେଃ ନମ୍ଃ” ନମ୍ଃ ଶହେ ଆଠ ଥର ଜପ କରନ୍ତୁ ଏହା ଛଡ଼ା ଗଣେଶଙ୍କର ଦଶ ଅବତାର ଜପ କରନ୍ତୁ , ଏହି ଦ୍ଵାଦଶ ନାମ ହେଲା , ଓଃ ମୋଦାୟଃ ନମ୍ଃ , ଓଃ ପ୍ରୋମୋଦାୟଃ ନମ୍ଃ , ଓଃ ଶୃଘାୟଃ ନମ୍ଃ , ଓଃ ଦୁରମୁଖାୟଃ ନମ୍ଃ , ଓଃ ଵିଘ୍ଳାୟଃ ନମ୍ଃ , ଓଃ ଏକ ଦନ୍ତାଃ ନମ୍ଃ , ଓଃ କପିଳାୟଃ ନମ୍ଃ , ଓଃ ଗଜକର୍ଣକାୟଃ ନମ୍ଃ , ଓଃ ଲମ୍ବୋଦରୟଃ ନମ୍ଃ , ଓମ୍ ଵିନାୟାଃ ନମ୍ଃ , ଓମ୍ ଵଜାୟଃ ନମ୍ଃ , ଏହି ମନ୍ତ୍ର ସବୁଦିନ ଜପ କଲେ ଭଗଵାନ ଭଲ ଫଳ ଦେଇଥାନ୍ତି , ଏହି ଦିନ ସବୁଜ କମ ଦାନ କରନ୍ତୁ , ଏହି ଉପାୟ କରନ୍ତୁ । ଏହା ଥିଲା କିଛି ଉପାୟ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |
