ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାଆମେ ୮୦ ପକ୍ଷରୁ ଜଳସେବା ଆରମ୍ଭ
ବାରିପଦା : ଦୀର୍ଘ ୮ ବର୍ଷ ହେଲା ଚାଲି ଆସୁଥିବା ଏହି ଜଳସେବା ଏପ୍ରିଲ ୧୪ ପଣ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଜୁନ ୧୪ ରାଜା ସଂକ୍ରାନ୍ତି ଯାଏ ଦୀର୍ଘ ୬୦ ଦିନ ଚାଲିଥାଏ ସୁସ୍ୱାଦୁ ପାନୀୟ ଯଥା ଦହି ପାଣି,ଜଲଜିରା ପାଣି ଓ ରସନା ପାଇଁ ଏହି ଜଳସେବା ଲୋକ ମାନକ ଦ୍ୱାରା ବେଶ ଆଦୃତ । ଆଜି ଏହି କ୍ରୟକ୍ରମ କୁ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବଂ ଉପ ନଗରପାଳ ସୀମା ଦାସ ଉଦ୍ଘାଟନ କରିଥିଲେ ଏବଂ ୧ ନମ୍ବର କାଉନ୍ସିଲର ସୁକେଶୀନି ସେଠୀ ,୬ ନମ୍ବର କାଉନ୍ସିଲର ଅମ୍ବିକା ସାହୁ,୨୧ ନମ୍ବର କାଉନ୍ସିଲର ଅନନ୍ତ ଦାସ ,୧୨ ନମ୍ବର କାଉନ୍ସିଲର ମହେଶ ଭଂଜଦେୟ ପ୍ରମୁଖ ଉପସ୍ଥିତ ଥିଲେ ।ଆମେ ୮୦ ଅନୁଷ୍ଠାନ ପକ୍ଷ ରୁ ବିବେକାନଦ ପଟ୍ଟନାୟକ,ସିଦ୍ଧାର୍ଥ ମହାନ୍ତି,ଉମେଶ ସାହୁ,ସଞ୍ଜୟ ଦ୍ୱାରି,ଆଶିଷ ପାଣି,ସତ୍ୟବ୍ରତ ଦାଶ,ସରୋଜ ସାହୁ,ଶୁଭେନ୍ଦୁ ଦାଶ,ସତ୍ୟଜିତ ମହାନ୍ତି,ବିଶ୍ୱରଞ୍ଜନ ମହାନ୍ତି,ବିନୋଦ କବାଟ,ସଞ୍ଜିତ ଦାଶ,ସତ୍ୟବ୍ରତ ମହାନ୍ତି,ପ୍ରସାଦ ନାୟକ,ମାନସ ଦାଶ,ସୁଭାଷ ପ୍ରଧାନ,ଅଶୋକ ଶର୍ମା,ସୁଧୀନଦ୍ର ଦାସ,ସୁବୋଧ ପଳେଈ, କିଶୋର ପାତ୍ର ,ବିଶ୍ୱେଶର ବେହେରା,ଶଶାଙ୍କ ମହାପାତ୍ର,ଜୟନ୍ତ ଜେନା,ତୁଷାର ତୁଙ୍ଗ,ଭବାନୀ ଦାସ, ସୁନିଲ ଜେନା,ଦିନେଶ ଖଣ୍ଡେଲୱାଲ,ଚିତ୍ତ ନାୟକ,ନାରାୟଣ ସାହୁ,ସମସୁନ୍ଦର ଖଣ୍ଡେଲୱାଲ, ବଡ୍ରି ନାରାୟଣ ଦଶବାବୁ,ଦିଲୀପ ବେହେରା,ପ୍ରଦୀପ ବେହେରା ପ୍ରମୁଖ କାର୍ଯ କ୍ରମ ଟିକୁ ପରିଚାଳନା କରିଥିଲେରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଆଜିର ଏହି ପବିତ୍ର ଦିବସ ପାଳନ ଅବସରରେ ବାରିପଦା ସହର ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ବାରିପଦା ପୌରପାଳିକା ତରଫରୁ ନିର୍ମିତ ଏକ ପରିଚୟ ଗୃହ ଏବଂ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟ ପରିସରରେ ଏକ ନବ ନିର୍ମିତ ମୁକ୍ତ ଆକାଶ ବ୍ୟାୟାମ ଶାଳା କୁ ଜିଲ୍ଲାପାଳ ଉଦଘାଟନ କରିବା ସହ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟ ପରିସରରେ ବାରିପଦା ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ର ୭୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜିଲ୍ଲକ୍ଷପାଳ ଶ୍ରୀ ଭରଦ୍ୱାଜ ଜମି ପଟ୍ଟା ବଣ୍ଟନ କରିଥିଲେ
