ଚାଣକ୍ୟ ନୀତି! ସକାଳୁ ସକାଳୁ ଉଠି ଭୁଲରେ ବି କରନ୍ତୁନି ଏହି ୩ଟି କାମ, ପୁରା ଦିନ ହୋଇଯିବ ଖରାପ
ଚାଣକ୍ୟ ନୀତି ଆପଣ ମାନଙ୍କୁ ସମସ୍ତଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ। ଚାଣକ୍ୟ ନୀତିରେ ମଣିଷକୁ ଜିବନ ବିଷୟରେ ଏମିତି କିଛି ସତ୍ୟ କୁହା ଯାଇଛି ଯାହା ଆପଣ ମାନଙ୍କ ପାଇଁ ବହୁତ ଲାଭକାରୀ ସିଧ ହୋଇଥାଏ । ଜୀବନରେ ଯଦି ଆପଣ ହାରିଯାନ୍ତି ବା ଆପଣଙ୍କୁ କେବେ ହତାଶ ଅନୁଭବ ହୁଏ ତେବେ ଏହି ନୀତି ଗୁଡିକ ଜାଣିଲେ ଆପଣଙ୍କ ଭିତରେ ନୁଆ ଯୋଶ ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ସକାଳେ ଉଠି ଭୁଲରେ ବି କରିବା ଉଚିତ ନୁହେଁ ।
୧- ବହୁତ ଲୋକଙ୍କର ଅଭ୍ୟାସ ରହିଥାଏ ଜେ ସେ ଉଠିବା ପରେ ସେ ନିଜକୁ ଆଇନାରେ ଦେଖିବାକୁ ପସନ୍ଦ କରନ୍ତି କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ଜମାରୁ ବି ଉଚିତ୍ ନୁହଁ ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ବହୁତ ଅଧିକ ପଡ଼ିଥାଏ । ଯଦି ଆପଣ ନିଜ ଜୀବନରେ କିଛି ବଡ ପାଇବାକୁ ଇଛା କରନ୍ତି ତେବେ ଆପଣଙ୍କୁ ସକାଳୁ ଉଠି ନିଜ ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ୍ ଆଉ ଆଖି ଖୋଲିବା ପରେ ସର୍ବ ପ୍ରଥମେ ନିଜ ହାତ ପାପୁଲି ଦେଖିବା ଉଚିତ୍ ହୋଇଥାଏ ।

ବହୁତ ଲୋକ ଅନ୍ୟ ମାନଙ୍କୁ ନିଜ ପାଇଁ ଶୁଭ ମାନି ଥାନ୍ତି କାହିଁକିନା ତାଙ୍କର କିଛି କାମ କେବେ ଭଲ ହୋଇଥିବ କିନ୍ତୁ ଏହା କରିବା ଆପଣଙ୍କ ପାଇଁ ଭଲ ନୁହଁ ଆପଣଙ୍କୁ କାହା ମୁଖ ଦେଖିବା ଆଗରୁ ନିଜ ହାତ ପାପୁଲି ଦର୍ଶନ କରିବା ବହୁତ ଆବଶ୍ୟକ ହୋଇଥାଏ ।
୨- ଯେଉଁ ବ୍ୟକ୍ତି ସକାଳେ ଉଠି ହିଂସକ ଯିବ ଜନ୍ତୁ ମାନଙ୍କ ଚିତ୍ର ଦେଖୁଥାଏ ତାଙ୍କ ମସ୍ତିଷ୍କର ହିଂସା ବା ନକାରାତ୍ମକ ଉର୍ଜା ବାସ କରିଥାଏ ସେଥିପାଇଁ ସକାଳୁ ଉଠି ଏହି ପରିକା ଦୃଶ୍ୟ ଦେଖିବାରୁ ବଞ୍ଚନ୍ତୁ । ଆପଣ ନିଜ ଶୋଇବା ଘରେ ବା ନିଜ ଘରେ ଏମିତିକା ଚିତ୍ର କେବେ ବି ରଖନ୍ତୁ ନାହିଁ ଯାହା ଆପଣଙ୍କ ମନ ଭିତରେ ନକାରାତ୍ମକ ଶକ୍ତିକୁ ଜନ୍ମ ଦେଇଥାଏ ଏହା ଚଡା ଏହି ଭଳି ନକାରାତ୍ମକ ଶକ୍ତିକୁ ସକାଳେ ଦେଖିଲେ ଆପଣଙ୍କ ଭଲ କାମ ମଧ୍ୟ ଖରାପ ହୋଇଥାଏ ସେଥିପାଇଁ ଧ୍ୟାନ ରଖନ୍ତୁ ।

୩- ପ୍ରାୟତଃ ଲୋକଙ୍କୁ ବେଡ ଟି ବହୁତ ପସନ୍ଦ ଆସିଥାଏ ଆଉ ଏହି ସମୟରେ ବିନା ବିଛଣାରୁ ଉଠି ଲୋକଙ୍କୁ ଚା ପିଇବା ର ଅଭ୍ୟାସ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଅଭ୍ୟାସ ପାଇଁ ରାହୁ ଓ କେତୁଙ୍କ କୁଦୃଷ୍ଟି ଆପଣଙ୍କ ଭାଗ୍ୟ ଉପରେ ପଡ଼ିଥାଏ ସେଥିପାଇଁ ଏହି ପରିକା ଭୁଲ କେବେ କରନ୍ତୁ ନାହିଁ ।
