ଖେଳ

ମୁମ୍ବାଇ: ଆଜି ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ମୁକାବିଲା ହେଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଭଲ ପ୍ରଦର୍ଶନ କରିବ... Read More
ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପାର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ ଦିନରେ ପହଞ୍ôଚଛି । ଷ୍ଟାଡ଼ିୟମ... Read More
ମୁମ୍ବାଇ : ଆଇପିଏଲ୍‌-୨୦୨୨ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଗୁରୁବାର ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍‌ରେ ଚେନ୍ନାଇ ଟିସ୍‌ ଜିତି ପ୍ରଥମେ ବୋଲିଂ... Read More
ଲଣ୍ଡନ: ରୁଷ ଏବଂ ବେଲାରୁଷର ଟେନିସ୍ ଖେଳାଳି ଚଳିତ ବର୍ଷ ସମ୍ମାନଜନକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନରେ ଖେଳିପାରିବେ ନାହିଁ | ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୱିମ୍ବଲଡନରୁ ରୁଷ ଏବଂ ବେଲାରୁଷର ଖେଳାଳିଙ୍କୁ ବାସନ୍ଦ... Read More
ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଓ୍ବେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ ପୋଲାର୍ଡ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କର ଏହି ନିଷ୍ପତ୍ତି ବିଷୟରେ ସୂଚନା... Read More
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)୨୦୨୨ର ୩୨ତମ ମ୍ୟାଚରେ ବୁଧବାର ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ମ୍ୟାଚ୍ ଜିତି ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ। ଆଜିର... Read More
ଭୁବନେଶ୍ୱର : କିଛିଦିନ ତଳେ ସମଲିଙ୍ଗି ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଆସିଥିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ । ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ନିଜ ପ୍ରେମ କାହାଣୀ ବିଷୟରେ ଖୁଲମଖୁଲା କହିଥିଲେ... Read More
ନୂଆଦିଲ୍ଲୀ : ଏଏଫ୍‌ସି ପୁରୁଷ ଏସିଆନ କପ୍‌ ଫୁଟବଲ ୨୦୨୩ ଚୂଡାନ୍ତ ଯୋଗ୍ୟତା ପଯ୍ୟାୟ ମ୍ୟାଚ ଜୁନରେ କଲକାତାରେ ଭାରତ ଖେଳିବ । ଭାରତୀୟ ଦଳ ପ୍ରସ୍ତୁତି ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)... Read More
ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଅଧିନାୟକ ଫାପ ଡୁପ୍ଲେସିସ୍‌ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଜୋସ ହେଜେଲଉଡଙ୍କ ଶାଣିତ... Read More
ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଫାଫ ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଇପିଏଲର ୩୧ତମ... Read More

Categories