ସଂର୍ପକ ଏମିତି ଏକପବିତ୍ର ବନ୍ଧନଭାଙ୍ଗି ଗଲା ପରେଆଖି , ମନ, ହୂଦୟଏମିତି ଝୁରେଏତେ ବଡ ଶରୀର ଭାଙ୍ଗିପଡେବନ୍ଧୁଟଙ୍କା ପାଖରେ ଥିବ ଆପଣାରସଂପର୍କ ପାଖରେ ନଥିବ ।।?♂?♀?♂?♀?♂?♀?♂?♀? ଜୟ ଜଗନ୍ନାଥ ?... Read More
ଅନୁଚିନ୍ତା
ଫୁଲ ରଙ୍ଗ ବାସ୍ନା ନେଇକିଛି ସମୟ ପାଇଁଆସିଥାଏ ଦୁନିଆକୁ ଆଦରପ୍ରଂଶସା ପାଇବା ପାଇଁକିନ୍ତୁବେଳ ବୁଡିଲେ ଫୁଲମଉଳି ଝଡିପଡେବନ୍ଧୁସଜ ବାସ୍ନା ର ମଜା ସରିଲେମୋ ପାଖୁଡା ଭାଗ୍ଯତଳେ ଗଡେକ୍ଷଣିକ ସୁଖରେମୋ ଜୀବନ ଦୁଃଖ ।।???????? ଜୟ... Read More
କଲମରେ ଶାସନକରିବା ବଦଳରେ ଯଦିବନ୍ଧୁକମୁନ ରେ ଶାସନ କରିବସେ ଶାସନ ଥିବଭୟ ଆଉ ଭୟଭୟ ଦେଖାଇ ଜନମତହାସଲ କରିପାରକିନ୍ତୁହୂଦୟ ରେ ପ୍ରେମ ନୁହଁବନ୍ଧୁଟଙ୍କା ଦ୍ବାରା ଚୌକିକିଣି ପାରପ୍ରେମ ନୁହେଁ ।।??????? ଜୟ ଜଗନ୍ନାଥ ?... Read More
ନଈ ବୋହିଗଲେ ପଛକୁଫେରେନାପକ୍ଷୀ ଉଡିଗଲେସେ ବସାକୁ ପୁଣି ଫେରି ଆସେବନ୍ଧୁଯିଏ ବୋହିବାରସେ ବୋହିଯିବଯେ ଫେରିବାରସେ ନିଶ୍ଚୟ ଫେରିବଜନ୍ମ ମାଟି ଘରେ ଯେଉଁମଜା ଅଛିସେ ମଜା ଆଉ କେଉଁଠିମିଳିବ ।।???????? ଜୟ ଜଗନ୍ନାଥ ?... Read More
ମାଛି ହୋଇଭଣ ଭଣହୋଇ ଉଡିବା ଅପେକ୍ଷାମହୁମାଛି ହୋଇଫୁଲ ରେ ବସି ପରିଶ୍ରମକରିବା ଶିଖନ୍ତୁକାହିଁକି ନାଯାର ସ୍ବଭାବ ନାକ ଟେକିବାସିଏ ନାକ ଟେକିବସମସ୍ତେ ନାକ ଟେକନ୍ତି ନାହିଁଗନ୍ଧିଆ ମନଗନ୍ଧିଆରେ ଥାଏଭଲ ମନଭଲ ମନରେ ଥାଏ ।।????????... Read More
ଧୂଳି କଣାପବନ ଆସିଲେ ଉଡିଯାଏକାହିଁକି ନାଧୂଳି କଣା ର ଓଜନ ନଥାଏବୋଲି ପବନ ତାକୁ ଉଡାଏବନ୍ଧୁତୁମର ଓଜନ ନଥିଲେଏ ଦୁନିଆ ଧୂଳି କଣା ପରିଉଡାଇ ଦେବଟଙ୍କା ରେ ଓଜନ ହେବା ଅପେକ୍ଷାଚରିତ୍ର ଓଜନ ରଖ... Read More
ଖଳ ପ୍ରକୃତି ଲୋକ କୁଚିହ୍ନି ବା ବଡ କଷ୍ଟକାହିଁକି ନାଉପରେ ଉପରେ ମଧୁରକଥା କହେଭିତରେ ଭିତରେ ଚେର କାଟେବନ୍ଧୁସେ ନିଜକୁ ଭାବେ ବଡ ଚତୁରଅନ୍ୟ ପାଇଁ ଯିଏ ଖାଲ ଖୋଳେଦିନେ ସେ ଖାଲରେ ପଡେକଥାରେ... Read More
♻️♻️♻️♻️♻️♻️♻️ସ୍ବାଧୀନ ତ ସେଇମାନେଯିଏ ନିଜ ଠାରୁ ନିଜେସ୍ବାଧୀନ ଭାବେକାହିଁକି ନାଏ ଦୁନିଆ ଠାରୁ ନିଜକୁସୁରକ୍ଷିତ ମନେ କରେ ନାହିଁବନ୍ଧୁସ୍ବାଧୀନ ତ ସେତେବେଳେ ହେବଯେବେ ନିଜକୁ ସୁରକ୍ଷିତମନେ କରିବ ।। ???????... Read More
ଯିଏ ପବିତ୍ର ସେ ଅପରିସ୍କାରଜାଗାରେ ରହିଲେ ବିଅପରିସ୍କାର ହୁଏ ନାହିଁକାହିଁକି ନାକଳଙ୍କ ଲାଗିଲେ ବିକଳଙ୍କ ହୀନ ହୋଇଯାଏବନ୍ଧୁଏଇ ଯେମିତି ଗଙ୍ଗାଦୋଷିତ ହେଲେବି ପବିତ୍ର ।।???????? ଜୟ ଜଗନ୍ନାଥ ?... Read More
ଗଛ ରୁ ସମୟଅନୁସାରେ ପତ୍ର ଝଡେଆଉ ଅନ୍ୟ ଦିନ ଗୁଡିକ ରେଗଛ ଏ ସାରା ଜଗତକୁଦାନ କରଦିଏକାଠ, ପତ୍ର, ଫଳ, ଫୁଲ,ବନ୍ଧୁନିଜେ ବଞ୍ଚିବା ଅପେକ୍ଷା ଅନ୍ୟପାଇଁ ବଞ୍ଚିବା ଶିକ୍ଷା ଶିଖାଇ ଥାଏଅନ୍ୟ ପାଇଁ ବଞ୍ଚୁଥିବା... Read More
