ଅନୁଚିନ୍ତା

*ଟଙ୍କା ପଛରେ**ଗୋଡେଇ ଗୋଡେଇ ମଣିଷ**ଅଣ ନିଶ୍ବାସ ହୋଇଯାଏ**ବେଳେ ଭାବେ ଟଙ୍କା ତା ପାଇଁ**ସବୁକିଛି**ବନ୍ଧୁ**ଶେଷ ସମୟ ରେ ଟଙ୍କା ନୁହଁ* *କାଠ ଦରକାର ହେବ**?ଜୟ ଜଗନ୍ନାଥ ?*... Read More
ଅନେକ ସମୟରେ ନିଜ ଛାଇନିଜ ସାଥିରେ ଥାଏକିନ୍ତୁସମୟ ଆସିଲେ ତୁମ ଠାରୁଦୁରେଇ ଯାଏ ।।ବନ୍ଧୁଯେତେବେଳେ ନିଜ ଛାଇ ନିଜରହେଲାନିଏ ଦୁନିଆରୁ କାହାକୁ ନିଜର ଭାବୁଛ ।ଟଙ୍କା, ଘର, ସମ୍ପର୍କ,ନା ନିଜର ବନ୍ଧୁ ।।?ଜୟ ଜଗନ୍ନାଥ... Read More
ନିଜ ଭାଗ୍ୟରେ କଣ ଘଟିବତୁମେ ଜାଣିନ କିନ୍ତୁକହୁଛ ଦୁନିଆ ଦେଖିଛବନ୍ଧୁଏ ଭାଗ୍ୟ କେତେବେଳେ ନିଜ ସାଥେଖେଳିଦେବ ହସି ହସି କନ୍ଦେଇଦେଇ ଯିବକିସମତ ସହିତ ଖେଳି ପଚାରି ଦବତୁମେ କ’ଣ ତୁମ ଠାରୁ ଜିତି ପାରିବମୋତେ... Read More
ଢୋଲକୁ ଆଘାତ ଦେଲେଶବ୍ଦ ହୁଏସେ ନିଜର କଷ୍ଟ ସହିଯାଏବନ୍ଧୁମଣିଷର ଭାଷା ମଣିଷ କୁଆଘାତ ଦିଏକିନ୍ତୁଦେଖାଯାଏ ନାହିଁମଣିଷର ମନ ହୂଦୟ କୁପୋଡିପକାଏବାହାରକୁ ଦେଖାଯାଏ ନାହିଁକି ଶବ୍ଦ ହୁଏ ନାହିଁକିନ୍ତୁଶରୀର କୁ ଜାଳି ଛାରଖାରକରିଦିଏ।। ଜୟ ଜଗନ୍ନାଥ... Read More

Categories