ବେଳେ ବେଳେସହନ ଶୀଳତାକୁ ଲୋକେଦୁର୍ବଳତା ଭାବନ୍ତିସେମାନଙ୍କୁ ଠିକ୍ ସମୟରେ ଠିକ୍ ଜବାବ ଦେବା ଉଚିତ୍ବନ୍ଧୁଯିଏ ସହେ ସେ ଦୁନିଆ କୁଅତି ସହଜରେଜିତି ଯାଏ ।।?♀?♀?♀?♀?♀?♀?♀?ଜୟ ଜଗନ୍ନାଥ ?... Read More
ଅନୁଚିନ୍ତା
ସରଳ ସୁନ୍ଦରଜୀବନ ବଞ୍ଚିବା ଶିଖି ଯାଆନ୍ତୁକାହିଁକି ନାଯେତିକି ଯେତିକିଉଚ୍ଚ ଉଚ୍ଚ କୁ ଯାଉଥିବମନରେ ସେତିକି ସେତିକିଅଂହକାର ବଢି ବଢି ଯାଉଥିବବନ୍ଧୁଚାକଚକ୍ୟ ଜୀବନମଣିଷ କୁ ଭୁଲେଇ ଦିଏକାଲି ସେ କ’ଣ ଥିଲା ।।????????ଜୟ ଜଗନ୍ନାଥ ?... Read More
ବଳ ଅଛି ବୋଲିଅନ୍ୟ କୁ ନାଲି ଆଖିଦେଖାଇ ଡରାଇ ଦଉଛବନ୍ଧୁବଳ ରେ ସିନା ପାରିଲା ନାହିଁକଳରେ ତୁମକୁ ପାରିବକାହିଁକି ନାଆଜି ତୁମ ବେଳ ଚାଲିଛିକାଲି ତା ବେଳ ଆସିବ???????ଜୟ ଜଗନ୍ନାଥ ?... Read More
ହସ କାହାକୁ ମାଗିବତୁମ ପରିଶ୍ରମ ରେ ହିଁହସ ଲୁଚି ରହିଛିକାହିଁକି ନାପରିଶ୍ରମ କରୁଥିବା ମଣିଷକେବେ ଦୁଃଖୀ ରହେ ନାହିଁକି କାହାକୁହାତ ପତାଏ ନାହିଁନିଜ ଇଚ୍ଛାରନିଜେ ମାଲିକ?♀?♂?♀?♂?♀?♂?♀?ଜୟ ଜଗନ୍ନାଥ ?... Read More
ଭଲ ଲୋକ କୁ ହିଁସବୁବେଳେ ଆଙ୍ଗୁଳି ଉଠେକାହିଁକି ନାଭଲ ଲୋକ ଭଲ ଚିନ୍ତାଭଲ କାମ କରନ୍ତିସେଥିପାଇଁ ଭଲ ଲୋକ କୁଦେଖିଲେ ମନ୍ଦ ଲୋକ ଙ୍କଆଖି ରେ ହଜମ ହୁଏ ନାହିଁବନ୍ଧୁଭଲ ଲୋକ ସବୁଠାରେସମ୍ମାନ ପାଏଆଉ... Read More
କାଗଜ ଠୋଙ୍ଗାଦୋକାନି ଅତି ଜତ୍ନ ସହଜିନିଷ ଦିଏକିନ୍ତୁତୁମେ ଜିନିଷ ନେଇରଖିସାରିଲା ପରେ ଅଳିଆଗଦାକୁ ଫୋପାଡି ଦିଅବନ୍ଧୁଆବଶ୍ଯକତା ଥିଲେଆଦର ଏତେ ଯେଠୋଙ୍ଗା ଭାବେଭାଗ୍ଯ ବଦଳି ଗଲାକିଛି ସମୟ ଗଲା ପରେସ୍ବପ୍ନ ଅଳିଆ ଗଦାରେମିଳେଇ ଗଲା ।।????????ଜୟ... Read More
ଯେମିତି ଢଳ ଢଳ ହୁଏତୁମେ ଦୁନିଆ ପାଇଁ ଚଞ୍ଚଳ ହୁଅଯଦି ସ୍ଥିର ହୋଇଯିବତୁମକୁ ବନ୍ଧୁୟୁଜ୍ କରି ଫୋପାଡି ଦେବେକାହିଁକି ନାସ୍ବପ୍ନ ଯଦି ନିଦରେ ଦେଖାଯାଏସେ ସ୍ବପ୍ନ ସ୍ବପ୍ନ ରେ ରହିଯିବସ୍ବପ୍ନ ଯଦି ବାସ୍ତବ ରେଦେଖାଯାଏସେ... Read More
ସିଂହ ଆଉ କଇଁଛସିଂହ ଯୋରେ ଦୌଡ଼ି କଇଁଛକୁଦେଖି ପରିହାସ କରି କହିଲାତୁ ଆସ୍ଥେ ଆସ୍ଥେ ଚାଲୁକଇଁଛ ହସି ଦେଇ କହିଲାତୁ ଯୋରେ ଦୌଡ଼ିଲେକଣ ହେଲାପଡିଲେ ଖଣ୍ଡିଆ ହୋଇଯାଏକିନ୍ତୁମୁଁ ପଡିଲେ ଖଣ୍ଡିଆ ହୁଏ ନାହିଁକି ରକ୍ତ... Read More
ଯିଏ ଶତ୍ରୁସେ ତୁମକୁ ଦେଖୁ ଦେଖୁଶତ୍ରୁ ର ଆଚରଣ କରିବକାହିଁକି ନା ବନ୍ଧୁତୁମ ଭଲଗୁଣ ଓ ପ୍ରଂଶସାତା ଦେହରେ ହଜମ ହୁଏ ନାହିଁତୁମେ ପୂଜା ପାଉଥିବଦେଶ ବିଦେଶରେଶତ୍ରୁ ଥିବ ଆପଣା ପାସେ?♀?♂?♀?♂?♀?♂?♀?ଜୟ ଜଗନ୍ନାଥ ?... Read More
ବିନା ସ୍ବାର୍ଥରେଅନ୍ୟ ର ଉପକାର କରେସିଏ ଜାଣିଥାଏ ସେବା ହିଁମୂଖ୍ଯ ପାପ୍ତିବନ୍ଧୁସ୍ବାର୍ଥ ନେଇ ସେବା କରୁଥିବାମଣିଷ ଆପେ ଆପେନିଚ୍ଚଗ୍ରାମି ହୋଇଯାଏକଥାରେ ଅଛିଧନ ଲୋଭ ରେ ବିକଳ ମନପାଇବୁ କଲା କର୍ମ ର ଫଳ???????????????ଜୟ ଜଗନ୍ନାଥ... Read More
