ଅନୁଚିନ୍ତା

ସମୟ ସୁବିଧା ଦେଖିମଣିଷ ଶବ୍ଦବାଣ ଏମିତିପ୍ରୟୋଗ କରେଯାହା ଅନ୍ତରକୁ ବାଧେବନ୍ଧୁମନକୁ ବୁଝାଇ ଟିକେ ସହିଯାଅଦେଖିବ ତା” ଠାରୁତୁମେ ଜିତି ଯିବଆଜି ତୁମକୁ କହୁଛିକାଲି ତାକୁ ଆଉ କିଏ କହିବ⏰⏰⏰⏰⏰⏰⏰?ଜୟ ଜଗନ୍ନାଥ ?... Read More
ସତ୍ୟ ଧର୍ମ ପ୍ରେମଚିରନ୍ତନ ସତବନ୍ଧୁତୁମେ ମିଛ କହି କେତେ ଦିନଦୁନିଆ କୁ ଠକିବସତ ଦିନେଜବାବ ମାଗିବଜବାବ ଦେବା ଆଗରୁନିଜ ପାଖେନିଜେ ଲଜ୍ଜିତ ହେବ????????ଜୟ ଜଗନ୍ନାଥ ?... Read More
ଔଷଧରୋଗ ଭଲ କରିଦିଏକିନ୍ତୁପାଉଥିବା କଷ୍ଟ ଯନ୍ତ୍ରଣା କୁଦୂର କରିପାରେ ନାହିଁବନ୍ଧୁକଷ୍ଟ ଯଦି ଭାଗ୍ୟରେ ଲେଖାଯେତେ ପୂଜିଲେ କିଦୂର ହେବକଥା ରେ ଅଛିଏଇଠି ସ୍ବର୍ଗ ଏଇଠି ନର୍କ???????? ଜୟ ଜଗନ୍ନାଥ ?... Read More
ଅନୁତାପ ନିଆଁସବୁ ଭୁଲ୍ ଦୋଷ କୁଜାଳି ପାଉଁଶ କରିଦିଏକାହିଁକି ନାଉପରକୁ ଦିଶୁ ନଥିବା ନିଆଁବଡ଼ ଭୟଙ୍କରଗୁମୁରି ଗୁମୁରିଜଳି ଉଠୁଥିବା ଧୂଆଁବନ୍ଧୁବେଳେବେଳେଅନୁତାପ ଭୁଲ୍ କୁ ସୁଧାରି ଦିଏଆଉ କିଛି ନୂଆ ଶିକ୍ଷାଦେଇଯାଏ ।।?‍♂?‍♀?‍♂?‍♀?‍♂?‍♀?‍♂?ଜୟ ଜଗନ୍ନାଥ ?... Read More
ପାହାଡ଼କୁ ପଥରଫୋପାଡିଲେ ପଥର ଆପେତଳକୁ ଗଡିଆସେବନ୍ଧୁଯିଏ ସହି ଯାଏ ତା ଆଗରେମୁଣ୍ଡ ଆପେ ନଇଁ ଯାଏକାହିଁକି ନାକହୁଥିବା ଲୋକ ଠାରୁସହୁଥିବା ଲୋକ ମହାନ୍ହୋଇଥାଏକଥାରେ ଅଛିତୁ କହି କହି ଯେଉଁଠି ନୁହଁମୁଁ ନ କହି ସେଇଠି?‍♂?‍♂?‍♂?‍♂?‍♂?‍♂?‍♂?ଜୟ... Read More
ମାଠିଆ ଗଢୁଥିବା କୁମ୍ଭାରଜାଣିଥାଏପରିଶ୍ରମ ମୂଲ୍ଯକିନ୍ତୁମାଠିଆ ଟିକେ ଆଘାତପାଇଲେ ଭାଙ୍ଗି ଯାଏବନ୍ଧୁଗଢୁଥିବା କୁମ୍ଭାର ରସମୟ ର ମୂଲ୍ଯ କେହିବୁଝନ୍ତି ନାହିଁମୂଲଚାଲ କରିଆପଣା ବାଟେ ଚାଲିଯାଆନ୍ତି । ।?‍♀?‍♂?‍♀?‍♂?‍♀?‍♂?‍♀?ଜୟ ଜଗନ୍ନାଥ ?... Read More
ତୁମେ କାହାକୁ ଦୁଃଖଦେଇଥିବତୁମ ପାଖକୁ ସେ ଦୁଃଖସମୟ ସୁବିଧା ଦେଖିପଠାଇ ଦିଅନ୍ତି ଇଶ୍ବରବନ୍ଧୁସେ ଦୁଃଖ କୁ ସାମ୍ନା କରିବାବଡ କଷ୍ଟକିନ୍ତୁଏତେ ବଡ କଷ୍ଟ ନୁହଁଝରଣା ଗଡାଣି ଦେଖି ଗଡିଯାଏଉଠାଣି ଦେଖି ଆପେ ନଇଁ ପଡ଼େଦୁଃଖ... Read More
ଅନ୍ୟ ବିରୋଧରେକହିବାକୁ ତୁମେ ପଛ ଘୁଞ୍ଚାଦିଅନାହିଁବନ୍ଧୁତୁମ ବିରୋଧ ରେଅନ୍ୟ କେହିବି କହୁଥିବେସେଥିପାଇଁଅନ୍ୟ କୁ କହିବା ଆଗରୁନିଜେ ଠିକ୍ ତଅଙ୍ଗାର କହୁଛିମୋତେ ଯେତେ ଧୋଇଲେ କଳାପାଉଁଶ କହୁଛିମୋତେ ଯେତେ ଧୋଇଲେ ଧଳା ।।????????ଜୟ ଜଗନ୍ନାଥ ?... Read More
କାହାର ଅସହାୟଦେଖିମଜା ରେ ଉଡେଇ ଦେବାଗରିବ୍ ଦେଖିଓକାତ୍ ପଚାରିବାଯମା ଠିକ୍ ନୁହଁବନ୍ଧୁମଣିଷ ଗରିବ ରୁ ହିଁ ଧନୀହୋଇଥାଏଦୁଃଖ ପରେ ସୁଃଖ ଆସିଥାଏଟଙ୍କା ରେ ସୁଃଖକିଣି ହୁଏ ନାହିଁକିଣି ହୁଏ ଜିନିଷ????????ଜୟ ଜଗନ୍ନାଥ ?... Read More
କାହାର ଅସହାୟଦେଖିମଜା ରେ ଉଡେଇ ଦେବାଗରିବ୍ ଦେଖିଓକାତ୍ ପଚାରିବାଯମା ଠିକ୍ ନୁହଁବନ୍ଧୁମଣିଷ ଗରିବ ରୁ ହିଁ ଧନୀହୋଇଥାଏଦୁଃଖ ପରେ ସୁଃଖ ଆସିଥାଏଟଙ୍କା ରେ ସୁଃଖକିଣି ହୁଏ ନାହିଁକିଣି ହୁଏ ଜିନିଷ ।।????????ଜୟ ଜଗନ୍ନାଥ ?... Read More

Categories