ନୀତିବାଣୀ

ସଂକଟ ଓ ଅଚଳାବସ୍ଥା ମଧ୍ୟ କିଛି ଶିକ୍ଷା ଦେଇଥାଏ, ଆଉ ତାହା ହେଉଛି- ସେଗୁଡ଼ିକ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଥାନ୍ତି । – ଜବାହାରଲାଲ୍ ନେହରୁ... Read More
ସର୍ବଦା ନିଜକୁ ସୁଖୀ ବୋଲି ଦେଖାଇବାକୁ ଚେଷ୍ଟା କର, କାରଣ ଏହା ତୁମର ଚେହେରାରେ ପରିଣତ ହୋଇଯାଏ । କ୍ରମେ କ୍ରମେ ଏହା ତୁମର ଅଭ୍ୟାସ ଏବଂ ପରିଶେଷରେ ଏହା ତୁମର ବ୍ୟକ୍ତିତ୍ୱରେ ପରିଣତ... Read More
ମହାନ ବ୍ୟକ୍ତିମାନଙ୍କ ପାଇଁ ଧର୍ମ ବନ୍ଧୁତ୍ୱ ସୃଷ୍ଟି କରିବାର ଏକ ମାଧ୍ୟମ; ନୀଚ ଲୋକମାନେ ଧର୍ମକୁ ଏକ ଲଢ଼େଇ କରିବାର ଉପକରଣରେ ପରିଣତ କରିଥାନ୍ତି । – ଡ. ଏପିଜେ ଅବ୍‌ଦୁଲ୍ କଲାମ୍‌... Read More
ଜୀବନକୁ ଏପରି ବଂଚିବାକୁ ଚେଷ୍ଟାକର ଯେମିତି ଆସନ୍ତାକାଲି ହିଁ ତୁମେ ମରିବାକୁ ଯାଉଛ । ବିଦ୍ୟା ଶିକ୍ଷା କଲାବେଳେ ଏମିତି ଶିକ୍ଷା କର ଯେମିତିକି ସାରା ଜୀବନ ତୁମେ ବଂଚିବ । – ମହାତ୍ମା... Read More
ଯେଉଁ ବ୍ୟକ୍ତି ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରନ୍ତି, ସେ ପ୍ରକୃତରେ ନିଜର ହିଁ ମଙ୍ଗଳ କରିଥାନ୍ତି । – ରାମକୃଷ୍ଣ ପରମହଂସ... Read More
ଭଲ ଦିଗକୁ ଯିବାର ରାସ୍ତାଟି ସର୍ବାଧିକ ଦୁର୍ଗମ ଓ ବନ୍ଧୁର । ଏହା ହିଁ ଆଶ୍ଚର୍ଯ୍ୟର କଥା ଯେ ଏତେ ଲୋକ ସଫଳକାମ ହୁଅନ୍ତି, ବହୁ ଲୋକ ଯେ ପଡ଼ିଯାନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର... Read More

Categories