ନୀତିବାଣୀ

ଶକ୍ତି ବିଜୟରୁ ପ୍ରାପ୍ତ ହୋଇ ନଥାଏ । କଠିନ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ପରିସ୍ଥିତି ସାମ୍‌ନାରେ ମୁଣ୍ଡ ନ ନୁଆଁଇବା ନିଷ୍ପତି ନେବା ହିଁ ଶକ୍ତି । – ମହାତ୍ମା ଗାନ୍ଧୀ... Read More
ପ୍ରେମ ଦ୍ୱାରା ମହିଳାଙ୍କ ସ୍ୱଭାବରେ ଏବଂ ଉଚ୍ଚାକାଂକ୍ଷା ଦ୍ୱାରା ପୁରୁଷଙ୍କ ସ୍ୱଭାବରେ ପରିବର୍ତନ ଅଣାଯାଇପାରେ । – ରବୀନ୍ଦ୍ର ନାଥ ଠାକୁର... Read More
ଜୀବନ ଅପେକ୍ଷା ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁ ସମ୍ପର୍କରେ ଜୀବନ ରହିବା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ । – ସ୍ୱାମୀ ବିବେକାନନ୍ଦ... Read More
ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More
ନିଜର ଦେଶ ସ୍ୱାଧୀନ ବୋଲି ଅନୁଭବ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଏବଂ ଦେଶର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତବ୍ୟ । – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌... Read More

Categories