ନୀତିବାଣୀ

ପାର୍ଥିବ ପ୍ରେମକୁ ଜାଳି ତା’ର ପାଉଁଶକୁ କାଳି କରିଦିଅ; ହୃଦୟକୁ କଲମ କର ଏବଂ ଧିମତାକୁ ଲେଖକ କରି ଏମିତି ଲେଖା ଲେଖିଚାଲ, ଯାହାର କେବେ ଶେଷ ହେବନାହିଁ । – ଗୁରୁ ନାନକ... Read More
ପରମ୍ପରା ଆମର ସୁରକ୍ଷା କବଚ ହୋଇଥାଏ, ଆଉ ଜଣେ ଯେତେବେଳେ ସୁରକ୍ଷିତ ଅନୁଭବ କରେ, ତା’ର ମନର ଅବକ୍ଷୟ ଆରମ୍ଭ ହୋଇଥାଏ । – ଜିଦ୍ଦୁ କ୍ରିଷ୍ଣମୂର୍ତି... Read More
ପାର୍ଥିବ ପ୍ରେମକୁ ଜାଳି ତା’ର ପାଉଁଶକୁ କାଳି କରିଦିଅ; ହୃଦୟକୁ କଲମ କର ଏବଂ ଧିମତାକୁ ଲେଖକ କରି ଏମିତି ଲେଖା ଲେଖିଚାଲ, ଯାହାର କେବେ ଶେଷ ହେବନାହିଁ । – ଗୁରୁ ନାନକ... Read More
ପ୍ରକୃତ ଶିକ୍ଷକ ହେଉଛନ୍ତି ସେହିମାନେ, ଯେଉଁମାନେ ଆମକୁ ଆମ ନିଜ ପାଇଁ ଚିନ୍ତା କରିବାକୁ ଶିକ୍ଷା ପ୍ରଦାନ କରନ୍ତି । – ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ... Read More
ଅନ୍ୟମାନଙ୍କ ମଧ୍ୟରେ ଯେଉଁ ଭଲଗୁଣ ଅଛି, ତାକୁ ନିଜ ଭିତରକୁ ଆଣ ଏବଂ ନିଜ ଢଙ୍ଗରେ ତାକୁ ଗ୍ରହଣ କରିନିଅ; ଅନ୍ୟମାନଙ୍କ ଭଳି ହୁଅନାହିଁ । – ସ୍ୱାମୀ ବିବେକାନନ୍ଦ... Read More
ସଂକଟ ଓ ଅଚଳାବସ୍ଥା ମଧ୍ୟ କିଛି ଶିକ୍ଷା ଦେଇଥାଏ, ଆଉ ତାହା ହେଉଛି- ସେଗୁଡ଼ିକ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଥାନ୍ତି । – ଜବାହାରଲାଲ୍ ନେହରୁ... Read More
ଯେଉଁ ଦିନ ତୁମେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥାଅ, ସେଦିନ ନିଶ୍ଚିତ ହୋଇଯିବା ଉଚିତ୍ ଯେ ତୁମେ କୌଣସି ଭୁଲ୍ ବାଟରେ ଯାଉଛ । – ସ୍ୱାମୀ ବିବେକାନନ୍ଦ... Read More

Categories