ସ୍ୱାସ୍ଥ୍ୟ

ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆଦିଲ୍ଲୀ : ମଙ୍କିପକ୍ସକୁ ଗ୍ଲୋବାଲ ପବ୍ଲିକ୍ ହେଲଥ ଏମରଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ମଙ୍କିପକ୍ସ ଏବେ ବିଶ୍ୱ... Read More
ମହୁ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ । ମହୁରେ ଭରପୂର ମାତ୍ରାରେ ଭିଟାମିନ-ସି, ଭିଟାମିନ-ବି୬, କାର୍ବୋହାଇଡ୍ରେଟ୍, ଆମିନୋ ଏସିଡ୍ ଇତ୍ୟାଦି ଭରପୂର ମାତ୍ରାରେ ପୁଷ୍ଟିକର ଉପାଦାନ ମିଳିଥାଏ ।... Read More
ଭାତ ହେଉଛି ଭାରତୀୟ ଲୋକଙ୍କ ମୁଖ୍ୟ ଖାଦ୍ୟ । ଚାଉଳକୁ ଫୁଟାଇ ଭାତ କରିବା ବି ସେତେ କଷ୍ଟକର କାମ ନୁହେଁ । ଏହାକୁ ସହଜରେ କରିହେବ । ଅଧିକାଂଶ ଲୋକ ଭାତ ଖାଇବାକୁ... Read More
ଅଧିକାଂଶ ଲୋକଙ୍କ ପାଇଁମୌସୁମୀର ଆଗମନ ଆଶ୍ୱସ୍ତିକର ହୋଇପାରେକିନ୍ତୁ ଆସ୍ଥମା ରୋଗୀଙ୍କ ପାଇଁଏହିଋତୁ ଆହ୍ୱାନଭରା ହୋଇଥାଏ । କାରଣ ଏହିସମୟରେସେମାନଙ୍କରସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼େ । ଆସ୍ଥମା ହେଉଛିଏଭଳି ଏକ ରୋଗ ଯାହା ଫିମ୍ପି/ଫଙ୍ଗସ୍‌, ଅଧିକ... Read More
ଭୁବନେଶ୍ୱର : ରାଜ୍ୟ ହେଲ୍‌ଥ କେୟାର ସିଷ୍ଟମରେ ୫୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୩୫୮ ଏଲୋପାଥି, ୧୧୬ ହୋମିଓପାଥି ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୩୬ ହୋମିଓପାଥି ଅଧ୍ୟାପକଙ୍କୁ ବି ନିଯୁକ୍ତି... Read More
ବର୍ତ୍ତମାନ ଯୁଗରେ ଅଧିକାଂଶ ଲୋକେ ଓଜନ ବଢୁଥିବାକୁ ଅନେକ ଅସୁବିଧାର ସାମନା କରିବାକୁ ପଡୁଛି । କାରଣ ଗତ ୨ ବର୍ଷରେ କରୋନା ଭାଇରସ ମହାମାରୀ କାରଣରୁ ଲକଡାଉନ୍ ଏବଂ ୱାର୍କ ଫ୍ରମ ହୋମ୍... Read More
ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛି । ଏହି ସମୟରେ, ମାଙ୍କେପକ୍ସ ବିଷୟରେ ଏକ ଗବେଷଣାରେ... Read More
କୋଚ : ଦେଶରେ ଧୀରେ ଧୀରେ ବଢୁଛି ମଙ୍କିପକ୍ସ ମାମଲା। ଏହି ପରିପ୍ରେକ୍ଷୀରେ ଆଜି ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ... Read More
ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ଚିହ୍ନଟ ହୋଇଛି ନୂଆ ଜୀବାଣୁ । କାଶୀପୁରରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୩୮ ନମୁନାରୁ ଗୋଟିଏରେ ‘ଶିଗେଲା’... Read More
ଭୁୁବନେଶ୍ୱର : ବର୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି । ବିଭିନ୍ନ ଜିଲ୍ଲାରୁ ଗୁରୁବାର ଭ୍ୟାକସିନ ଭ୍ୟାନ ଆସିଗଲାଣି । ରାତି ସୁଧା ସବୁ ଜିଲ୍ଲାକୁ ଟିକା... Read More

Categories