ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡ଼ିକୁ ସଫଳତାର ସହ ମୁକାବିଲା କରିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କୁ ‘ଦ ଟାଇମ୍ସ ଗ୍ରୁପ୍’ ପକ୍ଷରୁ ‘ଟାଇମ୍ସ ପାୱାର୍ ୱିମେନ୍-୨୦୨୩’ ପୁରସ୍କାରରେ... Read More
ବାଲେଶ୍ୱର
ବସ୍ତା : ବାଲେଶ୍ୱର ଜିଲାର ବସ୍ତା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ମହା ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଆସନ୍ତା ଜୁଲାଇ ୯ ତାରିଖ ସୁଦ୍ଧା... Read More
ସିମୁଳିଆ : ଦୈନନ୍ଦିନ ଖାଦ୍ୟ ତାଲିକାରେ ପ୍ରୋଟିନ୍ର ଭରଣା ସହିତ ମାଛଚାଷ ଦ୍ୱାରା ସ୍ୱାବଲମ୍ବୀ ହୋଇ ଆର୍ôଥକ ମାନଦଣ୍ଡ ବୃଦ୍ଧି ଉଦ୍ଦେଶ୍ୟରେ ସିମୁଳିଆ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ‘ମତ୍ସ୍ୟ ଚାଷ ଓ ମତ୍ସ୍ୟ ଯୋଜନା... Read More
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଶୁକ୍ରବାର ଅଧର ପଣା ନୀତି ଅନୁଷ୍ଠିତ ପରେ ଭାଇଭଉଣୀଙ୍କ ସହ ମହାପ୍ରଭୁଙ୍କୁ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଜଗନ୍ନାଥ ମନ୍ଦିରର ରତ୍ନବେଦୀକୁ... Read More
ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ : ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ : ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ଏହି ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନରେ... Read More
ବସ୍ତା : ଦୁଇଶହ ବର୍ଷର ପୁରୁଣା ରାସ୍ତାକୁ ରାତି ଅଧିଆ ଜେସିବି ଲଗାଇ ଖୋଳି ନେଲେ ଦୁର୍ବୁତ୍ତ । ଏମିତି ଘଟଣା ଘଟିଛି ବସ୍ତା ବ୍ଲକ ପୁଟୁରା ପଞ୍ଚାୟତ ପୁଟୁରା ଗ୍ରାମରେ । ବସ୍ତା... Read More
ଭୁବନେଶ୍ବର/ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ରଖାଯାଇଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ଇତିମଧ୍ୟରେ ପୁରିଲାଣି ୨୮ ଦିନ । ଟ୍ରେନ ଟ୍ରାଜେଡିରେ ଅଣ ଦାବିବାର ମୃତଦେହଗୁଡ଼ିକର ଆଜି ସାମୂହିକ ସତ୍କାର କରାଯିବାର ସମ୍ଭାବନା ରହିଛି... Read More
ବାଲେଶ୍ୱର : ଦୀର୍ଘ ୪ବର୍ଷ ଧରି ଖାଲିପଡ଼ିଥିବା ରୋମାନ କ୍ୟାଥୋଲିକ ଧର୍ମୀୟ ମଣ୍ଡଳୀ, ଉତ୍ତର ଓଡ଼ିଶା (ବାଲେଶ୍ୱର କ୍ୟାଥଲିକ) ଡାଇଓସିସିର ବିଶପ ପଦରେ ଅଧିସିକ୍ତ ହୋଇଛନ୍ତି ଆର୍ଟି ରେଭେରାନ୍ସ ଭର୍ଘିଜ୍ ଥୋତ୍ତାମକରା ସିଏମ ।... Read More
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଛି । ଅତିରିକ୍ତ ଜିଲାପାଳ ସୁଧାକର ନାୟକ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ... Read More
