ଅପରାଧ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଅଘଟଣ । ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି... Read More
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଲା ଦେଢ଼ କିଲୋରୁ ଉର୍ଦ୍ଧ ଅଫିମ । ଚୋରା ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଆସ୍କା ରୋଡ଼ ସ୍ଥିତ ଶ୍ରୀରାମ ନଗର... Read More
ବ୍ରହ୍ମପୁର : ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗିଡ଼ି ଗ୍ରାମ ମଝିରାସ୍ତାରେ ଘଟିଥିବା ପୂର୍ଣ୍ଣ ଚନ୍ଦ୍ର ନାହକ ହତ୍ୟା ଘଟଣାରେ ପୁଲିସକୁ ମିଳିଲା ବଡ଼ ସଫଳତା ।... Read More
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖୀମପୁର-ଖେରିରେ ଦୁଇ ଦଳିତ ନାବାଳିକ ଭଉଣୀଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି । ସୂତ୍ରରୁ ପ୍ରକାଶ ଯେ ବ୍ୟବଚ୍ଛେଦ... Read More
ନୂଆପଡ଼ା : ସଂଘବଦ୍ଧ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟ ଘଟିଛି । ଏହି ଘଟଣାଟି ଘଟିଛି ନୂଆପଡ଼ା ଜିଲା ବୋଡେ଼ନ ଥାନା ଅନ୍ତର୍ଗତ ବୋଇରଗାଁରେ । ଘଟଣାରେ ବୋଡେ଼ନ ପୁଲିସ ୯ ଜଣଙ୍କୁ... Read More
ନୂଆପଡା : ନୂଆପଡା ଜିଲା କୋମାନା ଥାନା ଅନ୍ତର୍ଗତ ଠୁଟିବର ଗାଁରେ ଗତ ବୁଧବାର ରାତିରେ ମହିଳାଙ୍କୁ ଗୁଳିମାଡ । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ସେହି ଗାଁର ଶରତ... Read More
ଲଖିମପୁର ଖେରୀରେ ଉତ୍ତେଜନା, ବଳାତ୍କାର ଓ ହତ୍ୟା ମାମଲା ରୁଜୁ ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲାର ତାମୋଲିନ୍ ଗାଁରେ ଦୁଇ ଦଳିତ ନାବାଳିକା ଭଉଣୀଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିବା... Read More
ଶ୍ରୀନଗର : ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୨ଜଣ ଆତଙ୍କୀ ମୃତ । ମୃତ ଆତଙ୍କୀ ଦ୍ବୟ ପୁଲୱାମା ନିବାସୀ ଆଇଜାଜ ରସୁଲ... Read More
ଟରୋଣ୍ଟୋ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି... Read More
ନୂଆଦିଲ୍ଲୀ : ମୁମ୍ବାଇରେ ବୁଧବାର ଦିନ ଇଡି ଚଢାଉ କରି ୯୧.୫ କିଲୋ ସୁନା ଏବଂ ୩୪୦ କିଲୋ ରୂପା ଜବତ କରିଛନ୍ତି । ଜବତ କରିଥିବା ଜିନିଷର ଆନୁମାନିକ ସମୁଦାୟ ମୁଲ୍ୟ ୪୭.୭୬... Read More

Categories