ବ୍ରହ୍ମପୁର : ପାରିବାରିକ କଳହର କରୁଣ ପରିଣତି। ଜମି ପାଇଁ ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗଞ୍ଜାମ... Read More
ଅପରାଧ
ଭୁବନେଶ୍ୱର : ଲାଞ୍ଚ ମାମଲାରେ ଗୋଟିଏ ପୋଲିସ ଷ୍ଟେସନର ଦୁଇ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ। ଲାଞ୍ଚ ନେବାବେଳେ କୋରାପୁଟ ଜିଲା ଦଶମନ୍ତପୁର ଥାନାର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ସେହି ଥାନାର ହିଁ ଏଏସଆଇ... Read More
ଭୁବନେଶ୍ୱର : ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ଦ୍ବାରା ଧରାପଡିଥିବା ଭୁବନେଶ୍ୱର ସହକାରୀ ଚକବନ୍ଦୀ ଅଫିସରଙ୍କ କାର୍ଯ୍ୟାଳୟର ତତ୍କାଳୀନ ଅମିନ ଧ୍ରୁବଚରଣ ଭୋଇଙ୍କୁ ଆଜି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ... Read More
ନୟାଗଡ଼ : ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ନୟାଗଡ଼ ଜିଲାଗଣିଆ ଅତିରିକ୍ତ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଅତିରିକ୍ତ ତହସିଲଦାର ଜଣକ ହେଲେ ବନମାଳି ପରିଡ଼ା... Read More
ଭୁବନେଶ୍ୱର : ବହୁଚର୍ଚ୍ଚିତ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ ଏସଟିଏଫ ।... Read More
ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଭବାନୀପାଟଣା ଜିପିଏଚ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ। ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ାଉ ପରେ ବିପୁଳ ପରିମାଣର ଆୟ... Read More
ବାଲେଶ୍ୱର : ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡକୁ ରାଜ୍ୟ ବାହାରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ । ମାଷ୍ଟରମାଇଣ୍ଡ ସମେତ ଅନ୍ୟ କେତେ ଜଣଙ୍କୁ ଧରିଛି... Read More
ବଲାଙ୍ଗୀର : ବଲାଙ୍ଗୀର ସହର ସ୍ଥିତ ମାଧିଆପାଲି ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ରାଜରାସ୍ତାରେ ମୃତଦେହ ରଖି... Read More
କୋରାପୁଟ : କୋରାପୁଟ ଜିଲା ପୋଲିସ ମୁଖ୍ୟାଳୟରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଇନ୍ସପେକ୍ଟର। ପୋଲିସ ମୁଖ୍ୟାଳୟର ନକ୍ସଲ ସେଲ୍ ଭିତରେ ଆଜି ମଧ୍ୟାହ୍ନରେ ଏହି ଘଟଣା... Read More
ବ୍ରହ୍ମପୁର : ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ଏକ ଅନ୍ତଃରାଜ୍ୟ ଛିନ୍ତାଇ ଗ୍ୟାଙ୍ଗ୍ର ୩ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ ସନ୍ତୋଷ କୁମାର ନଟ (୩୬), ରାଜା ୟାଦବ (୨୮) ଓ ମନିଷ... Read More
