ବାରିପଦା : ବାରିପଦା ମଞ୍ଚାବନ୍ଧା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାକଡ଼କୁ ଓଲଟିଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆହତ ଟ୍ରକ ଡ୍ରାଇଭର ଉତ୍ତର ପ୍ରଦେଶ ଅଞ୍ଚଳର ସୁଜିତ ମୋହରିଆ ବୋଲି ଜଣାପଡିଛି ।
Post Views: 2,751