ଭୁବନେଶ୍ୱର : କୋଭିସିଲଡ୍ ଟିକା ନେଇଥିବା ରାଜଧାନୀ ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ। ଯେଉଁଠାରେ ବି ଟିକା ନେଇଥିଲେ ଚଳିବ।
କୋୱିନ ଆପରେ ନାଁ ପଞ୍ଜିକରଣ କରିପାରିବେ, ନହେଲେ ସିଧାସଳଖ ଟିକା କେନ୍ଦ୍ରରୁ ନେଇପାରିବେ ଟିକା। ୟୁନିଟ-୯ ଓ ଚନ୍ଦ୍ରଶେଖରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳିବ ସୁବିଧା।
Post Views: 3,547