Skip to content
କଟକ : ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା। ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜାଗୃତି ତାଙ୍କର ମାନହାନୀ କରିଥିବା ନେଇ ବର୍ଷା ଅଭିଯୋଗ କରିଛନ୍ତି।
ଗତ କିଛି ଦିନ ତଳେ ସାମ୍ବାଦିକା ଜାଗୃତି ବର୍ଷାଙ୍କ ନାଁ ନ ନେଇ କଟାକ୍ଷ କରିଥିଲେ। ଜଣେ ସାଂସଦଙ୍କ ପତ୍ନୀ ମିଥ୍ୟା ପ୍ରମାଣ ପତ୍ର ଦେଇ ଥିବା କଥା ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ଅଭିନେତ୍ରୀ ବର୍ଷା ଆଜି(ଗୁରୁବାର ) ଥାନାରେ ଏତଲା ଦେଇଛନ୍ତି ।
Post Views: 4,175