ଅଠରନଳା ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଅସାମାଜିକ ଆଡ୍ଡାସ୍ଥଳୀରେ ପରିଣତ
ପୁରୀ : ପୁରୀ ଜିଲା ସଦର ମହକୁମା ଖଣ୍ଡିଆ ବନ୍ଦ ଅଠରନଳା ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ରର ଜିଲ୍ଲା ମୂଛ୍ୟବିଭାଗଙ୍କର ଦାୟିତ୍ୱ ହିନତା ଯୋଗୁଁ ଏହି ଉତ୍ପାଦନ କେନ୍ଦ୍ରଟି ଅବହେଳିତ ସହିତ ଅସାମାଜିକଙ୍କର ଆଡାସ୍ଥଳି ହୋଇଥିବା ଦେଖାଯାଉଛି ପୋଖରୀ ଖୋଳିବା ସ୍ଵସ୍ଥ୍ୟ ପାଇଁ ଡୋଜର ପଡ଼ିରହିଛି। କାର୍ଯ୍ୟାଳୟରେ କର୍ମଚାରୀ ନଥିବାରୁ ଭୁତ କୋଠି ହେବା ସହିତ ମଲା ମାଛ ପୋଖରି ଓ ପୋଖରି ହୁଡାରେ ଦେଖିବାକୁ ମିଳୁଛି ଏହି ମାଛ ଏଭଳି ବୃଦ୍ଧିପାଇଁ ଦୁଇ କେଜି ରୁ ୩କେଜି ଓଜନ ଭଳି ଜଣା ପଡୁଅଛି । ସରକାରୀ ସ୍ତରରେ ଏଠାରୁ ପୁରୀ ଜିଲାରୁ ମଛ୍ୟଚାଷୀମାନେ ଆସି ଜାଆଁଳା ନେଇ ଚାଷ କରି ଚାଷୀ ଜିବନ ନିର୍ବାହ ସହ ଅର୍ଥ ଉପାର୍ଜନ କରି ପରିବାର ଭୋରଣଘୋଷଣ କରୁଥିଲେ । ସରକାର ଚାଷୀମାନଙ୍କ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ଦ୍ଭାବେ ସମାଜସେବାରେ ଉଚ୍ଛର୍ଗ ବା ଡି. ଡିଣ୍ଡିମ ପିଟୁଥିବା ବେଳେ ଜିଲା ପ୍ରଶାସନର ଏ ଅବହେଳା କାହିଁକି ବୋଲି ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା ଦାବୀ କରିଛନ୍ତି ତୁରନ୍ତ ପୁରୀ ଜିଲାପାଳ ଓ ମଛ୍ୟ ବିଭାଗ ଅଧିକାରୀ ୫-ଟି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
