ବହୁ ପ୍ରତିକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂସ୍କୃତି ଭବନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାବାସୀଙ୍କ ବହୁ ଦିନର ସ୍ୱପ୍ନ ଓ ପ୍ରତିକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହ ଓ ଜିଲ୍ଲା ସଂସ୍କୃତି ଭବନ ଲୋକାର୍ପିତ ହୋଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ସମାଜସେବୀ ଅକ୍ଷୟ କୁମାର ତରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କେନ୍ଦ୍ରାପଡାବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇପାରିଛି ବୋଲି ଶ୍ରୀ ତରାଇ କହିଛନ୍ତି ।
