ପୁରୀ : ପୁଣି ଚିଲିକାରେ ଅଘଟଣ । ମଝି ସମୁଦ୍ରରେ ଅଟକିଲା ଡଙ୍ଗା । ଫସି ରହିଛନ୍ତି ୫୦ରୁ ଅଧିକ ଯାତ୍ରୀ । ଡଙ୍ଗାରେ ରହିଛି ୩୦ରୁ ଅଧିକ ବାଇକ୍ । କୃଷ୍ଣପ୍ରସାଦ ପଣା ଯାତ୍ରା ଦେଖି ଫେରିବା ବେଳେ ଘଟିଛି ଏହି ଅଘଟଣ। ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ମଝି ଚିଲିକାରେ ଏକ ଘଣ୍ଟା ହେବ ଫସି ରହିଛି ଡଙ୍ଗା।
Post Views: 13,408