ବାଲେଶ୍ୱର ପାଇପ୍ ବିଛାଇବା ବେଳେ ଚାପିହୋଇ ଜଣେ ଶ୍ରମିକ ମୃତ April 8, 2023 ବାଲେଶ୍ବର: ଖଇରା ଥାନା ବିଷ୍ଣୁପୁର ଗାଁରେ ପାଇପ୍ଲାଇନ କାମ ଚାଲିଥିବା ବେଳେ ଅଘଟଣ । ଚାଷ ଜମି ପାଇଁ ପାଇପ୍ ବିଛାଇବା ବେଳେ ଚାପିହୋଇ ଜଣେ ଶ୍ରମିକ ମୃତ । ମୃତକ ହେଲେ ରାଜସ୍ଥାନର ବାସିନ୍ଦା । ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି । Post Views: 2,214 Spread the love Tags: Balasore Continue Reading Previous: ବାଲେଶ୍ୱର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରNext: ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଦୁଇ ମାସ ଭିତରେ ରାୟ ଶୁଣାଇଲେ କୋର୍ଟ : ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ଧରମ ମାମୁଁଙ୍କୁ ଆଜୀବନ କାରାଦଣ୍ଡ ବାଲେଶ୍ୱର ରାଜ୍ୟ ଦୁଇ ମାସ ଭିତରେ ରାୟ ଶୁଣାଇଲେ କୋର୍ଟ : ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ଧରମ ମାମୁଁଙ୍କୁ ଆଜୀବନ କାରାଦଣ୍ଡ November 5, 2024 ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ ବାଲେଶ୍ୱର ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ November 1, 2024 ବାଲେଶ୍ଵର : ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ଜଣେ ଅଟକ ବାଲେଶ୍ୱର ବାଲେଶ୍ଵର : ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ଜଣେ ଅଟକ August 30, 2024 ଭାଜପାର ମିଥ୍ୟା ପ୍ରତିଶ୍ରୁତି; ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣବିକ୍ଷୋଭ ବାଲେଶ୍ୱର ଭାଜପାର ମିଥ୍ୟା ପ୍ରତିଶ୍ରୁତି; ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣବିକ୍ଷୋଭ August 28, 2024 ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି ଅପରାଧ ବାଲେଶ୍ୱର ବାଲେଶ୍ୱର : ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି August 7, 2024 କ୍ୟାନସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ବାଲେଶ୍ୱର କ୍ୟାନସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ August 1, 2024