ଭୁବନେଶ୍ୱର : ବିଧାନସଭା ପ୍ରକୋଷ୍ଠରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ । କଂଗ୍ରେସ ବିଧାୟକ ଦଳ ନେତା ନଂରସିହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ଏହି ବୈଠକରେ ନରସିଂହ ମିଶ୍ରଙ୍କ ସମେତ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ ।
Post Views: 5,757