ଗଂଜାମ : ବ୍ରହ୍ମପୁର ଆକୁଂଲି ଓଭରବ୍ରିଜ ରେଳ ଲାଇନକଡରୁ ଆଜି ସକାଳେ ଜଣେ ବ୍ୟକ୍ତିର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ବ୍ରହ୍ମପୁର ଜିଆରପି ଓ ବୈଦ୍ୟନାଥପୁର ଥାନା ଘଟଣାର ତଦନ୍ତ କରୁଛନ୍ତି ଓ ଶବକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛନ୍ତି ।
Post Views: 56,043