ବଲାଙ୍ଗିର : ଆଜି ଅପରାହ୍ନ ୪ ଘଂଟା ସମୟରେ ଟିଟିଲାଗଡ଼ ରେଞ୍ଜ ବଡ଼ମାଲ ସେକ୍ସନ୍ ଅନ୍ତର୍ଗତ ପପସି ଗ୍ରାମରେ ୭ ଫୁଟ ଲମ୍ବର ଏକ ବୋଡ଼ା ସାପ ଗୋଟିଏ ଘର ଭିତରୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟ ବିଶ୍ୱନାଥ ତାଣ୍ଡି ଓ ବନ୍ୟ ଜନ୍ତୁ ସୁରକ୍ଷା ଦଳ କାର୍ଯ୍ୟକାରୀ କରି ସାପ କୁ ବଣ ଭିତରେ ଛାଡି ଦେଇଥିଲେ ।
Post Views: 2,861