ଛତିଶଗଡ଼ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୭ ଜାନୁୟାରୀରେ ଝାଡ଼ଖଣ୍ଡରୁ ଛତିଶଗଡ଼ରେ ପହଂଚିବେ । ରାୟପୁରରେ ପହଂଚିବା ପରେ ସେ କୋରବା ଜିଲ୍ଲାକୁ ଯିବେ ଯେଉଁଠାରେ ସେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ । ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।
Post Views: 65,358