ପ୍ରଧାନମନ୍ତ୍ରୀ ଗତ ମାସରେ ମନ କି ବାତ ଉପରେ ଆଧାର କରି ପୁସ୍ତକ ଶେୟାର କଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବରର ମନ କି ବାତରେ ଏକ ଏପିସୋଡ଼ ଉପରେ ଆଧାର କରି ଏକ ବୁକ୍ଲେଟ୍ ସେୟାର କରିଛନ୍ତି, ଯାହାକି ଭାରତର ଜି-୨୦ ରେ ଅଧ୍ୟକ୍ଷତା, ମହାକାଶରେ ଅଗ୍ରଗତି, ବାଦ୍ୟଯନ୍ତ୍ର ରପ୍ତାନିରେ ବୃଦ୍ଧି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଛି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଏହି ଇ-ବୁକ୍ ଉପରେ ନଜର ପକାନ୍ତୁ, ଯେଉଁଥିରେ ଗତ ମଙ୍କସର ମନ କି ବାତ ଯେପରିକି ଭାରତର ଜି-୨୦ ରେ ଅଧ୍ୟକ୍ଷତା, ମହାକାଶରେ ଆମର ଅଗ୍ରଗତି, ବାଦ୍ୟଯନ୍ତ୍ରର ରପ୍ତାନି ବୃଦ୍ଧି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆକର୍ଷଣୀୟ ଲେଖା ରହିିଛି ।
