୧୪୭ତମ ବୀର ବିିର୍ସା ମୁଣ୍ଡା ଜୟନ୍ତିି ପାଳିିତ
ଝାରସୁଗୁଡା : ଝାରସୁଗୁଡା ପୌରାଞ୍ଚଳ ସାରସମାଲ,୨ ନଂ ଓ୍ବାର୍ଡରେ ୧୪୭ତମ ଭଗବାନ ବିିର୍ସା ମୁଣ୍ଡା ଜୟନ୍ତିି ମାୟାରାମ ବାର୍ଲାଙ୍କ ଅଧ୍ୟକ୍ଷତାରେ ପାଳିିତ ହୋଇଯାଇଛିି। ଏହିି ଉତ୍ସବରେ ମୁଖ୍ୟ ଅତିିଥି ଭାବେ ବେନୁଗୋପାଳ ପାନିିଗ୍ରାହୀ, ଉପ-ନଗରପାଳ, ବିିଶିଷ୍ଟ ଅତିିଥି ଭାବେ ମଣ୍ଡୁ ପଣ୍ଡା, ନନ୍ଦଲାଲ ମୁଣ୍ଡା, ଦୁବରାଜ ମୁଣ୍ଡା, ଭିିଖାରୀ ମୁଣ୍ଡା ଓ ମୁଖ୍ୟ ବକ୍ତା ଭାବେ ରତ୍ନାକର ପ୍ରଧାନ, ସଭାପତିି, କିିଶାନ ସମାଜ ପ୍ରଗତିିଶୀଳ ମଞ୍ଚ ,ଝାରସୁଗୁଡା ଯୋଗ ଦେଇଥିଲେ। ସର୍ବ ପ୍ରଥମେ ସାରସ ମାଲ ଛକ ଠାରୁ ପଟୁଆରବାହାରିି ଭବ୍ୟ ସମାରୋହରେ ବୀର ବିିର୍ସାଙ୍କ ଫଟୋଚିିତ୍ରକୁ ବାଜା,ଶଙ୍ଖ ଓ ଖଞନିି ବଜାଇ ଏବଂ ନାଚିି ନାଚିି ସଭା ସ୍ଥଳକୁ ଶତାଦିିକ ସାରସମାଳ ଗ୍ରାମବାସୀ ଆସିଥିଲେ। ତା`ପରେ ତାଙ୍କ ଫଟୋଚିିତ୍ରରେ ସମସ୍ତ ଅତିିଥିଗଣ ପୁଷ୍ପମାଳ ଦେଇଥିଲେ।
ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବିିଶିଷ୍ଟ ଅତିିଥି୍ମାନେ ବିିର୍ସାଙ୍କ ଜୀ୍ବନୀ ଓ ଜଳ,ଜମି,ଜଙ୍ଗଳକୁ ନେଇଇଂରେଜ ଶାସନ ଉପରେ ଲଢେଇ ଏବଂ ନିିଜ ହକ ଓ ଅଧିକାରର ବାର୍ତା ପ୍ରଚାର କରିି ସେ ଆଦିବାସୀଙ୍କୁ ସଂଗଠିତ କରୁଥିଲେ। ମୁଖ୍ୟବକ୍ତା ଶ୍ରୀ ପ୍ରଧାନ କହିିଲେ:ବିିର୍ସା ଥିଲେ ଆଦିିବାସୀ ତଥା ମୁଣ୍ଡା ସମାଜର ଭଗବାନ। ସେ ମାତ୍ର ୧୫ ବର୍ଷ ବୟସରେ ମୁଣ୍ଡା ସମାଜର ଲୋକଙ୍କୁ ଜୀବ ହତ୍ୟାରୁ ବିିରତ,ନିିଷା ନିିବାରଣ,ଶିକ୍ଷା ଗ୍ରହଣ ଓ ନିିଜ ସଂସ୍କୃତିି ଉପରେ କାୟମ ରହିିବା ପାଇଁ ସେ ଲୋକଙ୍କୁ ଏକତ୍ରୀତ କରିିଥିଲେ। ବିିର୍ସାଙ୍କ ଗାଥା, ଇତିିହାସ ଆଜିି ମଧ୍ୟ ପ୍ରାସଂଙ୍ଗୀକ,ଆଜିି ଭାରତ କୁ ସ୍ବାଧୀନତାର ୭୫ବର୍ଷ ତଥାପି ଆଦିିବାସୀ ସଂମ୍ପ୍ରଦାୟ ଜଙ୍ଗଳରୁ ବିିକାଶ ନାଁରେ ବିିସ୍ଥାପିତ ।ତେଣୁ ଆଦିିବାସୀଙ୍କୁ ନିିଜର ହକ ପାଇଁ ଦ୍ବିତୀୟ ଉଲଗୁଲାନ ଦରକାର। ଏହାପରେ ଶ୍ରୀ ପାଣିଗ୍ରାହୀ କହିିଲେ ବିିର୍ସାଙ୍କ ଜୀବନୀ ଏକ ସଂଘର୍ଷମୟ ଇତିିହାସ। ତାଙ୍କର ଅପୂ୍ର୍ବ ଇତ୍ୟହକୁ ଦେଶବାସୀ ମନେ ରଖିବାପାଇଁ କେନ୍ଦ୍ର ସରକାର ବିିର୍ସାଙ୍କ ଫଟୋ ଚିିତ୍ରକୁ ପାଲ୍ଲାମେଣ୍ଟ କେନ୍ଦ୍ରୀୟ ପ୍ରକୋଷ୍ଟ ସ୍ଥାନ ଦେଇଛନ୍ତିି। ତାପରେ ଗ୍ରାମବାସୀକୁ କହିିଲେ ୨ନଂ ଓ୍ବାର୍ଡ ପାଇଁ ଏକକୋଟି ଟଙ୍କା ଉନ୍ନୟନ ପାଇଁ ପୌର ପରିିଷଦରେ ପାଶହୋଇଛିି ଏବଂ ବିିର୍ସା କମ୍ୟୁନିିଟି ହଲ୍ ଶିଘ୍ର ଶେଷ କରାଯିବାର ଆସ୍ବାସନା ଦେଇଥିଲେ। ଏହିି ଅବସରରେ ରାଧେ ମୁଣ୍ଡା, ସଞ୍ଜୟ ବାର୍ଲା, ସୁଦାମ ମୁଣ୍ଡା, ସୁଷମା ଓରାମ, ଗୌତମି ମୁଣ୍ଡା, ଶୋଭା ମୁଣ୍ଡା, ସପ୍ନା ମୁଣ୍ଡା, ନିିର୍ମଲ ମୁଣ୍ଡା, ଅନିିଲ ମୁଣ୍ଡା, ସୋନୁ ମୁଣ୍ଡା, ଅଶୋକ ମୁଣ୍ଡା ଓ ମିଶ୍ର ମୁଣ୍ଡା୍ମ ସହଯୋଗ କରୁଥିଲା ବେଳେ ସଂଘର ସଂପାଦକ ଭୀଷ୍ମଦେବ ମୁଣ୍ଡା ଧନ୍ୟବାଦ ଅର୍ପଣ କରିିଥିଲେ। ଶେଷରେ ସାସ୍କୃତିିକ କର୍ଯ୍ୟକର୍ମ କୁନିିକୁନିିଛୁଆ ମାନଙ୍କ ଦ୍ବାରା ପରିିବେଷଣ କରାଯାଇଥିଲା।
