ଏସିଆନ ବକ୍ସିଂ ଚାମ୍ପିୟନସିପ୍ : ପରୁଷୁଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କଲେ ମହିଳା
ନୂଆଦିଲ୍ଲୀ : ଏସିଆନ ବକ୍ସିଂ ଚାମ୍ପିୟନସ୍ପିପ୍ର ଚଳିତ ସଂସ୍କରଣରେ ମହିଳାଙ୍କ ଅପେକ୍ଷା ପୁରୁଷ ଖରାପ ପ୍ରଦର୍ଶନ କରିଛନ୍ତି। ପୁରୁଷ ମୋଟ ୫ ପଦକ ହାସଲ କରିଥିବା ବେଳେ ସେଥିରେ ଶିବଙ୍କ ଗୋଟିଏ ରୌପ୍ୟ ଓ ୪ ବ୍ରୋଞ୍ଜ ମେଡାଲ ରହିଛି। ଗୋବିନଦ ସାହାଣୀ(୪୮ କେଜି), ମହମ୍ମଦ ହସ୍ସମୁଦ୍ଦିନ(୫୭ କେଜି) ଏବଂ ନରେନ୍ଦର ବେରୱାଲ(+୯୨ କେଜି)
ସେହିପରି ମହିଳମାନେ ମୋଟ ୧୨ ପଦକ ହାସଲ କରିଥିବା ବେଳେ ସେଥିରୁ ୪ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ରହିଛି। ଜର୍ଡାନରେ ମହିଳା ଖେଳାଳିମାନେ ଭାରତର ମଥା ଉଚ୍ଚା କରିଛନ୍ତି।
