ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର
ଦଶପଲ୍ଲା : ଦଶପଲ୍ଲା-ଗଣିଆ ରାସ୍ତାର ତାଲେରା ଛକରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ବଉଦ ଜିଲ୍ଲା ସଂକୁଲେଇ (ନୂଆପଡା)ର ବୈଦ୍ୟନାଥ ବେହେରାଙ୍କ ପୁତ୍ର ମାନସ ବେହେରା ବୋଲି ଜଣାପଡିଛି। ମାନସ ଗ୍ଲାମର ବାଇକ୍ ଓଡି୨୭ଏ୦୩୩୮ ଯୋଗେଁ ଯାଉଥିବା ବେଳେ ହମ୍ପସ୍ ରେ ଭାରସାମ୍ୟ ହରାଇ ପାଖରେ ଥିବା ଏକ ନଳକୂପରେ ଧକ୍କା ହୋଇ ଏଭଳି ଘଟଣା ଘ
