ମା’ ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତଙ୍କ ପାଇଁ ନବରାତ୍ରୀର ପଂଚମ ଦିନରେ ମା ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡିଛନ୍ତି ଏବଂ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ନମାମି ସ୍କନ୍ଦ ମାତାରାମ ସ୍କନ୍ଧଧାରିଣୀମ୍ । ସମଗ୍ର ତତ୍ୱ ସାଗରମ ପାର ପାରଗହରାମ । ନବରାତ୍ରୀର ପଂଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରିବାର ନିୟମ ଅଛି । ମା ସ୍କନ୍ଦମାତା ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଭରି ଦିଅନ୍ତୁ । ଦେଶବାସୀଙ୍କ ତରଫରୁ ତାଙ୍କୁ ପ୍ରଣାମ!”
