ସକାଳୁ ଉଠି ଖାଲି ପେଟରେ ପିଇ ନିଅନ୍ତୁ ଜୁଆଣୀ ପାଣି, ଆଉ ତା’ପରେ ଦେଖନ୍ତୁ ଚମତ୍କାର
ଜୁଆଣିକୁ ରୋଷେଇ ଘରେ ମସାଲା ରୂପରେ ବ୍ୟବହାର କରାଯାଏ । କିନ୍ତୁ ଏହା କେବଳ ମସାଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଆଇରନ, ଫସଫରସ ପ୍ରଚୁର ପରିମାଣରେ ରହିଛି । ଜୁଆଣୀର ପାଣି ସେବନ କରିବା ପାଇଁ ସ୍ୱାସ୍ଥ୍ୟ ବହୁତ ଭଲ ହୋଇଥାଏ । ସକାଳୁ ଉଠି ଖାଲି ପେଟରେ ପିଇ ଜୁଆଣୀ ପାଣି ପିଇବା ଦ୍ୱାରା ୧୦ଟି ବଡ ରୋଗରୁ ମିଳିବ ମୁକ୍ତି । ଆଜି ଆମେ ଆପଣ ମାନଙ୍କୁ ଜୁଆଣିର କିଛି ଉପକାରିତା ବିଷୟରେ କହିବୁ । ଜୁଆଣୀ ଆମ ଶରୀର ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା ।

୧- ଜୁଆଣୀ ପାଣି ସେବନ କରିଲେ ଶରୀରରେ ମେଟାବୋଲିଜିମ ବହଡିଥାଏ । ପାଚନ କ୍ରିୟା ଭଲ ହେବ ସହ ଗ୍ୟାଷ୍ଟିକ, ବଡ ହଜମି, ଏସିଡିଟି, ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଜୁଆଣୀରେ ଥିବା ପୋଷାକ ତତ୍ତ୍ଵ ପାଚକ ରସ କ୍ଷରଣକୁ ତ୍ୱରାନ୍ୱିତ କରିଥାଏ ।
୨- ଥଣ୍ଡା ଯୋଗୁ ନାକ ବନ୍ଦ ସମସ୍ୟାକୁ ଦୂର କରିଥାଏ ଜୁଆଣୀ । ଜୁଆଣିକୁ ଉଷୁମ ପାଣିରେ ସେବନ କରିଲେ ଥଣ୍ଡା ଭଲ ହୋଇଥାଏ । ଜୁଆଣୀକୁ କପଡାରେ ବାନ୍ଧି ଶୁଙ୍ଘିଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଏହା ବ୍ଯତୀତ ଶ୍ଵାସ ରୋଗ ଭଲ କରିବାରେ ଜୁଆଣୀ ଲାଭଦାୟକ ହୋଇଥାଏ ।
୩- ଜୁଆଣୀ ପାଣି ସେବନ କରିଲେ ଫୁସଫୁସରେ ଥିବା କଫ ବାହାରି ଯାଇଥାଏ । ଥଣ୍ଡାରୁ କାନ ବା ଦାନ୍ତ ବିନ୍ଧ ହେଉଥିଲେ ତାହା ଦୂର ହୋଇଥାଏ । କାନ ବିନ୍ଧା ହେଉଥିଲେ ଦୁଇ ବୁନ୍ଦା ଜୁଆଣିର ତେଲ ପକାଇଲେ ଏହା ଦୂର ହୋଇଥାଏ । ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣୀ ଓ ଲୁଣ ପକାଇ ଗାର୍ଗଲିଙ୍ଗ କରିଲେ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଥାଏ ।
୪- ବୟସ ପୂର୍ବରୁ କେଶ ଧଳା ହେଉଥିଲେ ଜୁଆଣିର ସେବନ ବହୁତ ଲାଭଦାୟକ ହୋଇଥାଏ । ଗୋଟେ ପାତ୍ରରେ ଭ୍ରୂସଙ୍ଗ ପାତ୍ର, କିସମିସ ଓ ଗୋଟେ ଚାମଚ ଜୁଆଣୀ ନେଇ ତାକୁ ଫ୍ତାନ୍ତୁ । ଏହି ମିଶ୍ରଙ୍କୁ ସେବନ କରିଲେ ଧଳା କେସ ହୁଏ ନାହି ।
୫- ଜୁଆଣୀରେ ଥିବା ଆଣ୍ଟି ବାୟୋଟିକ ସେପ୍ଟିକ ଗୁଣ ଆଁଠୁ ଗଣ୍ଠି ବଥା ଦୂର କରିବାରେ ସହାୟକ ହୋଇଥାଏ । ଜୁଆଣିକୁ ପେଶୀ ଏହାର ପେଷ୍ଟ ପ୍ରସ୍ତୁତ କରି ଆଁଠୁ ଗଣ୍ଠିଆ ହେଉଥିବା ଜାଗରେ ଲାଗଇଲେ ଦୂର ହୋଇଥାଏ । ନଚେତ ଜୁଆଣୀ ପାଣି କରି ଗୋଡ ୩୦ ମିନିଟ ବୁଡାଇ ରଖିଲେ ଏହି ବଥା ଦୂର ହୋଇଥାଏ ।
୬- ଦୁଇ ଚାମଚ ଜୁଆଣୀକୁ ପାଣିରେ ଫୁଟାଇ ସେବନ କରିଲେ ମାସିକ ଶର୍ମ ସମୟରେ ଅତ୍ୟଧିକ ବ୍ରୀଡିଙ୍ଗ ଓ ଇ-ରେଗୁଲାର ପିରିଏଡ ସମସ୍ଯା ଦୂର ହୋଥାଏ । ଏହା ସହ ଗର୍ଭବତୀ ମହିଳା ଏହାର ସେବନ କରିଲେ ସବୁ ସମସ୍ଯା ଦୂର ହୋଇଥାଏ ।
୭- କିଡନିରେ ଷ୍ଟୋନକୁ ପ୍ରାକୃତିକ ଉପାୟରେ ମେଲ୍ଟ କରିବା ପାଇଁ ଜୁଆଣୀ ଲାଭଦାୟକ ହୋଇଥାଏ । ଗୋଟେ ଚାମଚ ଜୁଆଣୀ, ମହୁ ଓ ଅଧ ଚାମଚ ଭିନେଗାର ମିସ କରି ସେବନ କରିଲେ କିଡନି ସ୍ତିନ ଧୀରେ ଧୀରେ ମେଲ୍ଟ ହୋଇଥାଏ ।

୮- ମୋଟାପା ଓ ପେଟ ଚର୍ବି କମାଇବାରେ ଜୁଆଣୀ ପାଣି ସେବନ କରିଲେ ଓଜନ କମ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।
