ପିଡିଏସ୍ ଚାଉଳ ଓ ଭତ୍ତା ବଣ୍ଟନରେ ଅନିୟମିତତା; ପିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ
ବଡସାହି : ପିଡିଏସ୍ ଚାଉଳ ଓ ଭତ୍ତା ବଣ୍ଟନରେ ଅନିୟମିତତା । ସାଧାରଣ ଲୋକଙ୍କୁ ଦୁର୍ବବହାର ଘଟଣାରେ ପିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲା ବଡସାହି ବ୍ଲକ୍ ଅଧିନରେ ଥିବା ପାଉଁଶିଆ ପଞ୍ଚାୟତର ପିଇଓଙ୍କ ଦୁର୍ବବହାର ଏବଂ ପିଡିଏସ୍ ଚାଉଳ ବଣ୍ଟନ, ଭତ୍ତା ପ୍ରଦାନରେ ଅନିୟମିତତାକୁ ନେଇ ଉତ୍ତକ୍ତ ଗ୍ରାମବାସୀ ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକାଇଲେ ।
