ଭୁବନେଶ୍ୱର : ଶନିବାର ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଜଗତସିଂହପୁରରୁ ୩୦୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ବଜାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଏହି ଘଟଣାରେ ଏସଟିଏଫ୍ ଟିମ୍ ଜଣଙ୍କୁ ଗିରଫ ମଧ୍ୟ କରିଥିବାର ଜଣାପଡ଼ିଛି ।
Post Views: 7,374