ବିଏମସି ପାଇଁ ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଶୁକ୍ରବାରି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
କାଜଲ ମଣ୍ଡଳ ୱାର୍ଡ ନଂ -୧ , ସୁକାନ୍ତି ଜେନା ୱାର୍ଡ ନଂ -୩ , ପ୍ରଦୀପ କୁମାର ପଟ୍ଟନାୟକ ୱାର୍ଡ ନଂ -୪, ସୁଜିତ କୁମାର ସାହୁ ୱାର୍ଡ ନଂ -୬, ମନୋଜ କୁମାର ମହାପାତ୍ର ୱାର୍ଡ ନଂ -୭, ଶ୍ରୀଧର ବଳିଆର ସିଂ ୱାର୍ଡ ନଂ – ୧୦ ,ଶୈଳବାଳା ମହାପାତ୍ର ୱାର୍ଡ ନଂ -୧୩ , ସୁପ୍ରିୟା ମହାପାତ୍ର ୱାର୍ଡ ନଂ -୧୪, ଲିପ୍ସା ମହାନ୍ତି ୱାର୍ଡ ନଂ -୧୫ , ନଗମା ଖାତୁନ ୱାର୍ଡ ନଂ -୧୬ , ନିବାସ କୁମାର ଭୋଇ ୱାର୍ଡ ନଂ – ୧୮, ମଂଟୁ ମଲ୍ଲିକ ୱାର୍ଡ ନଂ -୨୪ , ପବିତ୍ର ଦାସ ୱାର୍ଡ ନଂ -୨୫ . ପଦ୍ମିନୀ ମାରାଣ୍ଡି ୱାର୍ଡ ନଂ -୨୬, ଅନିଲ କୁମାର ଦାସ ୱାର୍ଡ ନଂ -୨୭, ଅଞ୍ଜଳି ସାହୁ ୱାର୍ଡ ନଂ -୨୮, ସ୍ମୃତି ରଞ୍ଜନ ତ୍ରିପାଠୀ ୱାର୍ଡ ନଂ – ୩୦, ମମତା ମଲ୍ଲିକ ୱାର୍ଡ ନଂ -୩୫, ଲିଜା ମହାନ୍ତି ୱାର୍ଡ ନଂ – ୩୯, ପ୍ରତିମା ମହାନ୍ତି ୱାର୍ଡ ନଂ -୪୧, ପ୍ରଭାତ କୁମାର ପ୍ରତାପ ସିଂ ୱାର୍ଡ ନଂ -୪୪, ବିଭୁ ପ୍ରସାଦ ଜେନା ୱାର୍ଡ ନଂ – ୫୦, ନିବାସୀ ଦେଇ ୱାର୍ଡ ନଂ – ୫୩, ପୁଷ୍ପିତା ଦାସୱାର୍ଡ ନଂ -୫୪, ସଂଜୟ କୁମାର ପରିଡ଼ା ୱାର୍ଡ ନଂ -୫୬ , ମିହିର ରଞ୍ଜନ ଆଚାର୍ଯ୍ୟ ୱାର୍ଡ ନଂ -୫୭, ଦେବୀ ପ୍ରସାଦ ସ୍ୱାଇଁ ୱାର୍ଡ ନଂ -୫୯, ନାରାୟଣ ଜେନା ୱାର୍ଡ ନଂ -୬୧, ନିତିଶା ମହାନ୍ତି ୱାର୍ଡ ନଂ – ୬୩ ଏବଂ ଶିବାନୀ ଶିବଦର୍ଶିନୀ ମହାନ୍ତି ୱାର୍ଡ ନଂ -୬୭ ଙ୍କ ନାମ ଘୋଷଣା କରାଯାଇଛି ।
