ଶନିବାର ଲେମ୍ବୁ କାଟି ଶୋଇବା ଘରେ ରଖି ଶୋଇ ପଡନ୍ତୁ, ସକାଳେ ଉଠି ଲାଭ ଦେଖନ୍ତୁ !
ଆପଣ ଜାଣନ୍ତି କି ଲେମ୍ବୁ ଅନ୍ୟ କେତେକ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ। ଯେଉଁ କାର୍ଯ୍ୟରେ ଲେମ୍ବୁ ବ୍ୟବହୃତ ହୋଇଥାଏ । ତାହା କୌଣସି ଚମତ୍କାରଠାରୁ ମଧ୍ୟ କମ ନୁହେଁ। ପାରମ୍ପାରିକ ରୂପରେ ଲେମ୍ବୁର ଏହି ବ୍ୟବହାର ପୁରୁଣା କାଳରୁ ହୋଇଆସୁଛି। ଲେମ୍ବୁର ଏହିପରି କିଛି ଚମତ୍କାରିତା ବିଷୟରେ ଏଠାରେ ଜାଣନ୍ତୁ।
ଆମ ଜୀବନରେ ପ୍ରତ୍ୟେକ ଦିନ ଭଲ ନିଦ୍ରା ନେବା ଜରୁରୀ ହୋଇ ଥାଏ । ବେଳେବେଳେ ଅତ୍ୟଧିକ କାମ ହେତୁ ଏବଂ ଅନେକ କାରଣରୁ ଶୋଇବା ସଂପୂର୍ଣ୍ଣ ହୋଇପାରେ ନାହିଁ କିମ୍ବା ମାନସିକ ଚାପ ମଧ୍ୟ ଆପଣଙ୍କୁ ଭଲ ଭାବରେ ଶୋଇବାକୁ ଦେଇନଥାଏ। ଯାହା ଫଳରେ ଦିନ ଯାକ ଆମକୁ ଅଶାନ୍ତି ଲାଗି ଥାଏ । ଅଳସୁଆ ଲାଗି ଥାଏ କିଛି କାମରେ ମନ ଲାଗି ନ ଥାଏ ।
ବେଳେବେଳେ ଆମ ଘର ବା ଆମ ଶୋଇବା ରୁମରେ ଥିବା ନକରାତ୍ମକ ଶକ୍ତି କାରଣରୁ ନିଦ ଆସି ନଥାଏ , ସେଥିପାଇଁ ଆଜି ଆମେ ଆପଣଙ୍କୁ ଲେମ୍ବୁର ଏକ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହା କରିବା ଦ୍ୱାରା ଏଥିରୁ ଆପଣଙ୍କୁ ଆରାମ ମିଳିବ । ପ୍ରତ୍ୟେକ ଘରେ ଲେମ୍ବୁ ବ୍ୟବହୃତ ହୋଇଥାଏ। ଯଦି ଆପଣ ସକାଳେ ଶକ୍ତିଶାଳୀ ଅନୁଭବ କରିବାକୁ ଚାହାଁନ୍ତି ତେବେ ରାତିରେ ଲେମ୍ବୁକୁ କାଟି ନିଜ ଶଯ୍ୟା ନିକଟରେ ରଖନ୍ତୁ।
ଲେମ୍ବୁ ସୁଗନ୍ଧ ଅତ୍ୟନ୍ତ ସତେଜ ହୋଇଥାଏ ଏବଂ ଏହା ଏକ ଶକ୍ତିଶାଳୀ ସଫେଇ ପ୍ରତିନିଧି ପରି କାର୍ଯ୍ୟ କରିଥାଏ। ଏହାଦ୍ୱାରା ଆଜମା ଏବଂ ଥଣ୍ଡା ଜନିତ ଲୋକଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଏବଂ ଏହା ମାନସିକ ଚାପରୁ ମଧ୍ୟ ମୁକ୍ତ କରିଥାଏ। ଏହା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ ଯାହାଦ୍ୱାରା ଶାନ୍ତି ବଜାୟ ରହିଥାଏ। ଏବଂ ଭଲ ନିଦ୍ରା ଯିବାରେ ସହାୟକ ହୋଇ ଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
