ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯା ରାୟ ବଚ୍ଚନ ଦେଇ ନାହାନ୍ତି ଜମି କର ତହସିଲଦାର ଜାରୀ କଲେ ନୋଟିସ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯା ରାୟ ବଚ୍ଚନ ଙ୍କୁ ନାସିକ ଜିଲ୍ଲା ସିନ୍ନର ତହସିଲର ତହସିଲଦାର ଜମିକର ବାକି ମାମଲାରେ ନୋଟିସ ଜାରି କରିଛନ୍ତି । ଏହି ନୋଟିସ ହେବା ପରେ ମଧ୍ୟ ଐଶ୍ୱର୍ଯା ରାୟ ବଚ୍ଚନ ଖବର ଲେଖା ହେବା ପର୍ଯ୍ୟନ୍ତ ଜମିକର ଡିପୋଜିଟ କରିନାହାଁନ୍ତି । ଖବର ନେବାରେ ଜଣାପଡିଛି ସିନ୍ନର ତହସିଲ କାର୍ଯ୍ୟାଳୟରେ ଏଶ୍ୱରିୟା ରାୟଙ୍କ ସହିତ ୧୨୦୦ ଲୋକ ବର୍ତମାନ ସୁଦ୍ଧା ଜମିକର ବାକି ରଖିଛନ୍ତି ସେଥିପାଇଁ ଏମାନେ ସମସ୍ତଙ୍କୁ ନେଟିସ ଜାରିକରାଯାଇଛି ।
