ସୁପ୍ରିମ କୋର୍ଟ କହିଲେ ୧୬ବର୍ଷୀୟା ମୁସଲମାନ ଯୁବତୀର ବିବାହ ମାମଲାରେ ପଂଜାବ ଓ ହରିୟାନା ହୋଇକୋର୍ଟ ଅନୁଯାୟୀ ଉଦାହରଣ ନୁହେଁ
ନୁଆଦିଲ୍ଲୀ : ସୁପ୍ରିମକୋର୍ଟ ପଂଜାବ ଓ ହରିୟାନା ହାଇକୋର୍ଟ ର ୧୬ ବର୍ଷର ମୁସଲମାନ ଯୁବତୀର ବିଭାଘରକୁ ନିୟମ ଅନୁସାରେ ମାନିବା ନେଇ ସମାଧାନକୁ ଉଦାହରଣ ଭାବରେ ନମାନିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଡି. ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଲିସିଟର ଜେନନରାଲ ତଷ।।ର ମେହଟାଙ୍କ ଆଗ୍ରହରେ ଏହି ନିର୍ଦେଶ ଜାରି କରାଯାଇଛି । ବାସ୍ତବରେ ରାଷ୍ଟ୍ରୀୟ ବାଳ ଅଧିକାର ସରଂକ୍ଷଣ ଆୟୋଗ ପଂଜାବ ଓ ହରିୟାନା ହାଇକୋର୍ଟ ର ଏହି ନିଷ୍ପତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ ଦେଇଛନ୍ତି । ହାଇକୋର୍ଟ ୧୬ ବର୍ଷର ମୁସଲମାନ ଯୁବତୀର ବିବାହ କାନୁନ ଅନୁଯାୟୀ ବୈଧ କରିବା ସମ୍ପର୍କିତ ରାୟକୁ ଆୟୋଗ ଚାଲେଂଜ କରିଛନ୍ତି ।
