ଭାରତୀୟ ବିଦେଶୀ ନୀତିରେ ବଡ ପଦକ୍ଷେପ , ଜାନୁଆରୀ ୧୨ ଓ ୧୩ରେ ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀର ଆୟୋଜନ
ନୂଆଦିଲ୍ଲୀ : ବିଦେଶୀ ନୀତି କ୍ଷେତ୍ରରେ ଏକ ମହତ୍ୱପୂର୍ଣ ପଦକ୍ଷେପ ରୁପରେ ଭାରତ ଆଗାମୀ ୧୨ ଓ ୧୩ ଜାନୁଆରୀରେ ବିକାସଶୀଳ ଦେଶମାନଙ୍କୁ ନେଇ ଏକ ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀର ଆୟୋଜନ କରିବ । ଓାଇସ ଅଫ୍ ଗ୍ଲୋବାଲ ସାଉଥ୍ ନାମରେ ଏହି ଆୟୋଜନର ମୁଖ୍ୟ ବିଷୟ ହେଉଛି ହେଉଛି ଗୋଟିଏ ସ୍ୱର ଓ ଗୋଟିଏ ଲକ୍ଷ । ଏହି ଗ୍ଲୋବାଲ ସାଉଥ୍ରେ ଏସିଆ, ଆଫ୍ରିକା, ଲାଟିନ ଆମେରିକାର ବହୁତ ଦେଶ ସାମିଲ ହେବେ ।
