Year: 2023

ଭୁବନେଶ୍ୱର : ୧୯ ବର୍ଷରୁ କମ୍ ଉଦଘାଟନୀ ମହିଳା ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ ହୋଇଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,ଉଚ୍ଚକୋଟୀର... Read More
ଭୁବନେଶ୍ୱର : ଆଜି ହେଉଛି ସହିଦ ଦିବସ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।... Read More
ଭୁବନେଶ୍ୱର : ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବାସଭବନରେ ଶେଷ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ନବ... Read More
କଟକ : ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ୍‌ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ହ୍ୟୁମାନଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ... Read More
ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୧ ତାରିଖରେ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଚଳିତ ବିଜେପି ସରକାରଙ୍କର ଏବା ଶେଷ ବଜେଟ୍‌ । ଏହି ପରିପ୍ରେକ୍ଷୀରେ ଗତ... Read More
ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଶେଷକୃତ୍ୟ ଭୁବନେଶ୍ୱର : ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ୩ ଦିନ ଧରି ରାଜ୍ୟରେ ଶୋକ ପାଳନ ହେବ । ୩୧ ତାରିଖ... Read More
ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି,... Read More
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଉତର ଖଣ୍ଡ ଅଧିନ ତାଳବନ୍ଧ ରେଞ୍ଜ୍ ରେ ହାତୀ ଶିକାର ଘଟଣାରେ ୨ଟି ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଗିରଫ... Read More
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ତଳସାହିରେ ଗତ ଡିସେମ୍ବରରେ ଘଟିଥିବା ଚୋରି ଘଟଣାରେ ପୋଲିସ ଚୋରି ଅଳଙ୍କାର ଓ ଟଙ୍କା ଜବତ କରିବା ସହ ମାମଲାରେ ୫... Read More
କେନ୍ଦ୍ରାପଡ଼ା : ବିଟି ଆଣ୍ଡ ବିଟି ନାମକ ଯାତ୍ରୀବାହୀ ବସଟି ସଂନ୍ଧ୍ୟା ସମୟରେ କେନ୍ଦ୍ରାପଡା ସହରର ଲକ୍ ବାଟ ଦେଇ ବାବର କଣ୍ଟାବଣ ଯାଉଥିବା ସମୟରେ ବସ ଯାତାୟତ ସମୟକୁ ନେଇ ଅନ୍ୟ ମାଲିକ... Read More

Categories