Year: 2023

ରାଜ୍ୟ ପରିବହନ କର୍ତୃପକ୍ଷ ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଯାନଚାଳନା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଉଭୟ ସ୍ୱଚ୍ଛତା ଓ... Read More
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାର ୩୧ ଜଣିଆ ଶିକ୍ଷାନବିସ ଓଡ଼ିଶା ବିଧାନସଭା ପରିଦର୍ଶନ କରି ବିଧାନସଭାର ଗୃହକାର୍ଯ୍ୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଗୋପବନ୍ଧୁ ପ୍ରଶାସନିକ ତାଲିମ... Read More
ଭୁବନେଶ୍ବର : ଚଳିତବର୍ଷ ରାଜ୍ୟର ୨୦୦ଜଣ ପିଲାଙ୍କୁ ଦିଆଯିବ ମାଗଣା ଆଇଏଏସ୍‌ କୋଚିଂ । ଏଥିପାଇଁ ଏସିକ୍ୟୁ ଆଇଏଏସ୍‌ ଏକାଡେମିକୁ ଚୟନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଚୟନ ଲାଗି ଆସନ୍ତା ୨୬ ତାରିଖରେ ପ୍ରବେଶିକା ପରୀକ୍ଷା... Read More
ଭୁବନେଶ୍ବର : ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମିଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ)-୨ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏକା... Read More
ସିବିଟି ମାଧ୍ୟମରେ ପରୀକ୍ଷା ଦେବେ ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଭୁବନେଶ୍ବର : ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ... Read More
ବାଲିଆପାଳ : ରାସ୍ତା କାମରେ ବ୍ୟାପକ ଅନିୟମିତତା । ମେଟାଲରେ ମାଟି ମିଶାଇ ଢଳାଇ ହୋଇ ରାସ୍ତା କାମ ଥିବା ନେଇ ଅଭିଯୋଗ ହୋଇଛି । ବାଲିଆପାଳ ବ୍ଲକ ବୋଳଙ୍ଗ ଗ୍ରାମ ପଞ୍ଚାୟତର ତେଲୁଣୀ... Read More
ନୂଆଦିଲ୍ଲୀ : ଆଜି ଆସିବ ତିନି ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ରୁ ଗଣତି ଆରମ୍ଭ ହେବ ଏବଂ ଏହାପରେ... Read More
ନୂଆଦିଲ୍ଲୀ : ଆଜି ଭାରତ ଅଧ୍ୟକ୍ଷତାରେ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଏକ ସର୍ବବୃହତ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଦ୍ୱିତୀୟ... Read More
ଭୁବନେଶ୍ୱର : ଲୋକପ୍ରିୟ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ। ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ଘଟିଥିବା... Read More
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦର ୭୬ତମ ପ୍ରତିଷ୍ଠା ଦିବସ ତଥା ରତ୍ନୋତ୍ସବ ପୂର୍ତ୍ତି ମହା ସାମାରୋହରେ ପାଳିତ ହୋଇଛି । ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ... Read More

Categories