ଲଦାଖ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଲଦାଖର ପାଙ୍ଗୋଙ୍ଗ ସୋ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାଛଡ଼ା ଚୀନ୍... Read More
Year: 2023
ଲକ୍ଷ୍ନୌ: ସୁପରଷ୍ଟାର ରଜନୀକାନ୍ତ ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଯୋଗୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ରଜନୀକାନ୍ତ ତାଙ୍କ ପାଦ ଛୁଇଁ ସିଏମ ଯୋଗୀଙ୍କ ଆଶୀର୍ବାଦ ନେଇଥିଲେ... Read More
ଭୁବନେଶ୍ୱର : ଆଉ ଜଣେ ନକଲି ଆରଟିଆଇ କର୍ମୀ ଗିରଫ। ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ବ୍ଲାକମେଲ ଘଟଣାରେ ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଗିରଫ କାହ୍ନୁଚରଣଙ୍କ ଆକାଉଣ୍ଟରେ... Read More
ନୂଆଦିଲ୍ଲୀ: ଆଜି ଭାରତ ଓ ଆୟରଲାଣ୍ଡ ଦ୍ବିତୀୟ ଟି-୨୦ ମ୍ୟାଚ । ଭାରତ ଓ ଆୟରଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଡବଲିନରେ ଖେଳାଯିବ। ଏହି ମ୍ୟାଚ୍ରେ ଟସ୍... Read More
ଭୁବନେଶ୍ୱର : ରାଜ୍ୟରେ ଚଳିତ ମାସରେ ଏଯାବତ ସ୍ୱାଭାବିକ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅଗଷ୍ଟରେ ଏଯାବତ ୨୫୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ... Read More
ମସ୍କୋ : ରୁଷର ମୁନ୍ ମିଶନକୁ ଝଟକା। ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହେଲା ଲୁନା-୨୫ । ଏହି ମାନବ ବିହୀନ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଆସନ୍ତାକାଲି ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା... Read More
ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ। ଦାୟିତ୍ବ ଗ୍ରହଣ କରିବାର ପ୍ରାୟ ୧୦ ମାସ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଦଳର ନୂଆ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ଗଠନ କରିଛନ୍ତି।... Read More
ନୂଆଦିଲ୍ଲୀ: ଗତ ବର୍ଷ (୨୦୨୨) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଥିଲା । ଗୃହ ମନ୍ତ୍ରଣାଳୟ ପରେ ରେଳବାଇ ଏବଂ ବ୍ୟାଙ୍କ ଅଧିକାରୀମାନଙ୍କ ବିରୋଧରେ ହୋଇଥିଲା ଅଧିକ ଦୁର୍ନୀତି ଅଭିଯୋଗ... Read More
ସିଡନୀ: ଫିଫା ମହିଳା ବିଶ୍ୱକପ୍ ୨୦୨୩ । ବିଶ୍ୱକପ୍ ଟାଇଟଲ୍ ଜିତିଲା ସ୍ପେନ୍ ମହିଳା ଫୁଟବଲ୍ । ଫାଇନାଲରେ ଇଂଲଣ୍ଡକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିୟନ ହୋଇଛି ସ୍ପେନ୍। ଅଷ୍ଟ୍ରେଲିଆର... Read More
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସୀମା... Read More
