ମହିଳା ମାନେ ସକାଳୁ ଉଠି କରନ୍ତୁ ଏହି କାମ, ଧନର ବୃଦ୍ଧି ସହିତ ସଫଳତା ଆପଣଙ୍କର ପାଦ ଛୁଇଁବ
ପ୍ରତ୍ୟକ ମହିଳାଙ୍କ ପାଇଁ ଖୁସି ଖବର । ମହିଳାମାନେ ସକାଳୁ ଉଠି ସ୍ୱାମୀଙ୍କ ସହିତ କରନ୍ତୁ ଏହି କାମ। ଘରେ ଧନର ବୃଦ୍ଧି ହେବା ସହିତ ସଫଳତା ଆପଣଙ୍କର ପାଦ ଛୁଇଁବ। ଭାରତୀୟ ସମାଜରେ ବହୁତ ଲୋକେ ଏମିତି ଅଛନ୍ତି ଯେଉଁମାନେ କି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକେ ଏମିତି ବି ଅଛନ୍ତି ଯେଉଁମାନେ ଧର୍ମକୁ ମାନିନଥାନ୍ତି। ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ଖାସ କରି ସକାଳୁ ଜଲଦି ଉଠିବା। କେବଳ ଏତିକି ନୁହେଁ ଶାସ୍ତ୍ରରେ ଏହା ମଧ୍ୟ ଲେଖା ଯାଇଛି ସକାଳୁ ଉଠି କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ। ଏମିତିବି ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ କି ପ୍ରତ୍ୟକ ମହିଳାମାନେ ସକାଳୁ ଉଠି କରି ଏହିସବୁ କାମ କରିବା ଦରକାର ।
ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ପ୍ରଥମ କଥା ହେଉଛି ପାଣି ପିଇବା। ପ୍ରତ୍ୟକ ଲୋକଙ୍କୁ ସକାଳୁ ଉଠି କରି ପାଣି ପିଇବା ଦରକାର। ଏହା ଦ୍ୱାରା ଆପଣଙ୍କର ସ୍ବାସ୍ଥ୍ୟକୁ ଫାଇଦା ମିଳିଥାଏ। ଏମିତି କରିବା ଦ୍ୱାରା ଆପଣଙ୍କର ବହୁତ ସାରା ରୋଗ ଦୂର ହୋଇଥାଏ। ସକାଳୁ ଉଠି ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ ଏବଂ ପାଟିରେ ଥିବା ଲାଳ ଅଂଶ ପେଟକୁ ଚାଲିଯାଇଥାଏ। ଯାହା ଦ୍ୱାରା ପେଟ ସମ୍ବଦ୍ଧିତ ରୋଗ ଦୂର ହୋଇଥାଏ।
ଶାସ୍ତ୍ରରେ କୁହାଯାଇଛି କି ହାତର ପ୍ରଥମ ଭାଗ ବା ପାପୁଲିରେ ଦେବୀ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ପାପୁଲିର ଉପରେ ମା’ ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ ସ୍ୱରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଏହାର କାରଣ ଅଛିକି ସକାଳୁ ଉଠି କରି ସର୍ବପ୍ରଥମେ ଦୁଇ ହାତର ପାପୁଲିକୁ ଯୋଡି କରି ଦେଖିବା ଉଚିତ। ଏହା କରିବା ଦ୍ୱାରା ସମସ୍ତ ଦେବୀ ଦେବତା ଆପଣଙ୍କର ଉପରେ ପ୍ରସନ୍ନ ରହିବେ ଓ ଆପଣଙ୍କର ଘରେ କେବେବି କୌଣସି ସମସ୍ୟା ଆସିବ ନାହିଁ।
ସ୍ୱାମୀଙ୍କ ସହିତ ପ୍ରେମ କରିବା। ଯଦି ମହିଳା ବିବାହ କରିଛି ତେବେ ତାଙ୍କୁ ସକାଳୁ ଉଠି ଯୋଗ କରିବା ଉଚିତ ତାପରେ ନିଜ ସ୍ୱାମୀଙ୍କ ସହ ଟିକେ ପ୍ରେମ କରିବା ଉଚିତ। ଏହା କରିବା ଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଭଲପାଇବା ବଢିଥାଏ ଏବଂ ଆପଣଙ୍କର ସମ୍ପର୍କ ଅଧିକ ମଜବୁତ ବନିଥାଏ। ଯାହା ଦ୍ୱାରା ମା ଲକ୍ଷ୍ମୀ ବି ଆପଣଙ୍କ ଉପରେ ପ୍ରସନ୍ନ ରହିବେ।
ସକାଳୁ ଉଠି କରି ଜଲଦି ଆପଣ ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟିର ଶବ୍ଦ ଶୁଣିବାକୁ ପାଉଛନ୍ତି ତ ଏହା ଆପଣଙ୍କର ମନ ଭିତରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ତାହା ଦ୍ୱାରା ଆପଣଙ୍କର ପୁରା ଦିନର କାମ ସୁରୁଖୁରୁରେ ହୋଇଥାଏ ଏବଂ ଆପଣଙ୍କୁ କେବେବି ଧନର କମି ହୋଇନଥାଏ। ଆପଣଙ୍କର ଜୀବନ ସବୁବେଳେ ଖୁସିରେ ଭରି ରହିଥାଏ।
ସକାଳୁ ଉଠି କରି ଯଦି ଆପଣ ଶୃଙ୍ଗାର ଭରା ସୁହାଗିନୀ ସ୍ତ୍ରୀର ଦର୍ଶନ କରିବେ ତାହେଲେ ଦିନଟି ବହୁତ ଶୁଭ ମାନାଯାଇଥାଏ। ଏହା ଆପଣଙ୍କୁ ଧନଲାଭର ସଂକେତ ଦେଇଥାଏ।
ବହୁତ ଲୋକଙ୍କର ଏହା ଅଭ୍ୟାସ ଥାଏ ସକାଳୁ ଉଠି କରି ବିଛଣାରେ ବସି ଚା ପିଇବା ଏବଂ ସେମାନେ ବିନା ବ୍ରସରେ ଚା ବା କଫି ପିଇଥାନ୍ତି। ଏହା କରିବା ଦ୍ୱାରା ରାହୁ ଏବଂ କେତୁଙ୍କର ପ୍ରଭାବ ପଡିଥାଏ। ଏହା ଦ୍ୱାରା ଆପଣଙ୍କ ଜୀବନରେ ବେକାରୀ ସମସ୍ୟା ଆସିବାକୁ ଲାଗେ। ଏବଂ ସବୁକାମ ବିଗାଡି ଯାଇଥାଏ। ଏଥିପାଇଁ ବନ୍ଧୁଗଣ ଯଦି ଆପଣ ସକାଳୁ ବିଛଣା ଉପରେ ଚା ପିଉଛନ୍ତି ତ ବ୍ରସ କରିସାରି ପିଅନ୍ତୁ। କମସେକମ ପାଣିରେ କୁଳି କରି ଚା ପିଅନ୍ତୁ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।




